ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୦
  • ୧-୭ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧-୭ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୦

୧-୭ ଫେବୃୟାରୀ

ଲେବୀ ପୁସ୍ତକ ୨୬-୨୭

  • ଗୀତ ୮୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କ ଆଶିଷ କିପରି ପାଇବା ?”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଲେବୀ ୨୬:୧୬—ଯେବେ ମଧ୍ୟ ଇସ୍ରାଏଲୀୟମାନେ ରୋଗରେ ପୀଡ଼ିତ ହେଲେ, କʼଣ ତାହା ଯିହୋବାଙ୍କ ତରଫରୁ ଦଣ୍ଡ ଥିଲା ? (ଇନସାଇଟ୍‌-୨ ପୃ ୬୧୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଲେବୀ ୨୬:୧୮-୩୩ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୧)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୬)

  • ଭାଷଣ: (୫ ମି.) ପ୍ର୧୦-ହି ୧/୧ ପୃ ୩୧—ବିଷୟବସ୍ତୁ: ମୁଁ କେତେ ଦାନ ଦେବା ଉଚିତ୍‌ ? (ଶିଖାଇବା  ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୦

  • “ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନିଅନ୍ତୁ”: (୧୫ ମି.) ଆଲୋଚନା; ବାପ୍ତିସ୍ମ ଆଡ଼କୁ ନେଇଯାଉଥିବା ରାସ୍ତା ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୫ ¶୧୨-୨୧

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ