ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୮
  • ୨୯ ମାର୍ଚ୍ଚ–୪ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ମାର୍ଚ୍ଚ–୪ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୮

୨୯ ମାର୍ଚ୍ଚ–୪ ଏପ୍ରିଲ୍‌

ଗଣନା ପୁସ୍ତକ ୧୫-୧୬

  • ଗୀତ ୧୦୧ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଗଣ ୧୫:୩୨-୩୫—ଏ ଘଟଣାରୁ ଆମେ କʼଣ ଶିଖୁ ? (ପ୍ର୯୮-ହି ୯/୧ ପୃ ୨୦ ¶୧-୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଗଣ ୧୫:୧-୧୬ (ଶିଖାଇବା  ଅଧ୍ୟୟନ ୧୦)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଯୀଶୁ ଖ୍ରୀଷ୍ଟ—ମାଥି ୧୬:୧୬ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୧)

  • ଭାଷଣ: (୫ ମି.) ପ୍ର୧୫-ହି ୫/୧୫ ପୃ ୧୫ ¶୫-୬—ବିଷୟବସ୍ତୁ: ଗର୍ବ ଅନୁଭବ କରିବା ଓ ଅହଂକାର କରିବା ମଧ୍ୟରେ ପାର୍ଥକ୍ୟ କʼଣ ? (ଶିଖାଇବା  ଅଧ୍ୟୟନ ୮)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୨୪

  • “ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ”: (୧୫ ମି.) ଆଲୋଚନା; ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୧

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୩୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ