ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୨
  • ୩-୯ ମେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ମେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୨

୩-୯ ମେ

ଗଣନା ପୁସ୍ତକ ୨୭-୨୯

  • ଗୀତ ୧୦୬ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ଗଣ ୨୮:୭, ୧୪—ପେୟ ନୈବେଦ୍ୟରେ କʼଣ ଚଢ଼ାଯାଉଥିଲା ? (ଇନସାଇଟ୍‌-୨ ପୃ ୫୨୮ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ଗଣ ୨୮:୧୧-୩୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଈଶ୍ୱରଙ୍କ ଉଦ୍ଦେଶ୍ୟ—ଆଦି ୧:୨୮ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍‌ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୪)

  • ଭାଷଣ: (୫ ମି.) ପ୍ର୦୭-ଇଂ ୪/୧ ପୃ ୧୭-୧୮—ବିଷୟବସ୍ତୁ: ଯିହୋବା କେଉଁ ପ୍ରକାରର ପେୟ ନୈବେଦ୍ୟ ବା ଦ୍ରାକ୍ଷାରସ ଓ ବଳିଦାନକୁ ସ୍ୱୀକାର କରୁଥିଲେ ? (ଶିଖାଇବା  ଅଧ୍ୟୟନ ୧୬)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୨

  • ଯିହୋବାଙ୍କ ମିତ୍ର ହୁଅ—ସମସ୍ତଙ୍କୁ ପ୍ରେମ କର: (୬ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ସ୍କୁଲରେ ପିଲାମାନେ ପ୍ରିୟାଙ୍କ ସହ କାହିଁକି ଖରାପ ବ୍ୟବହାର ଦେଖାଇଲେ ? ରିଙ୍କି ପ୍ରିୟାଙ୍କ ସହ କିପରି ପ୍ରେମର ସହ ବ୍ୟବହାର ଦେଖାଇଲେ ? ଆପଣ କିପରି ଅନ୍ୟ ଅଞ୍ଚଳର ଲୋକମାନଙ୍କୁ ପ୍ରେମ କରିପାରିବେ ?

  • ପ୍ରକୃତ ସାଙ୍ଗ କାହାକୁ କହନ୍ତି ?: (୯ ମି.) ଆଲୋଚନା; ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ପ୍ରକୃତ ସାଙ୍ଗ କାହାକୁ କହନ୍ତି ? ଆପଣ ପ୍ରକୃତ ସାଙ୍ଗ କିପରି ବାଛିପାରିବେ ? ବର୍ତ୍ତମାନ ଯିଏ ଆପଣଙ୍କ ସାଙ୍ଗ ଅଟନ୍ତି ତାଙ୍କ ସହ ଆପଣ ନିଜ ସମ୍ପର୍କ କିପରି ବଢ଼ାଇପାରିବେ ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୬

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୧୪୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ