୧୮-୨୪ ଅକ୍ଟୋବର
ଯିହୋଶୂୟ ୧୨–୧୪
ଗୀତ ୬୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ କଥା ମାନନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଯିହୋ ୧୩:୨, ୫—ଇସ୍ରାଏଲୀୟମାନେ କʼଣ ‘ଗିବ୍ଲୀୟମାନଙ୍କ ଦେଶକୁ’ ଅଧିକାର କରିଥିଲେ ? (ଇନସାଇଟ୍-୧ ପୃ ୯୦୨-୯୦୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଯିହୋ ୧୨:୭-୨୪ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ ପଚାରନ୍ତୁ କʼଣ ସେ ବାଇବଲ ଅଧ୍ୟୟନ କରିବାକୁ ଚାହିଁବେ । (ଶିଖାଇବା ଅଧ୍ୟୟନ ୬)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ ପାଠ ୦୧ରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୧ ପଏଣ୍ଟ ନଂ. ୫ (ଶିଖାଇବା ଅଧ୍ୟୟନ ୧୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୫ ମି.)
“ସଦାବେଳେ ଯିହୋବାଙ୍କୁ ପ୍ରଥମ ସ୍ଥାନରେ ରଖନ୍ତୁ”: (୧୦ ମି.) ଆଲୋଚନା । ଯିହୋବାଙ୍କ ପାଇଁ ହୃଦୟରୁ କାମ କରନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୮, ପ୍ରଶ୍ନ ୧-୩, ପୃ ୧୬-୧୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୪୪ ଏବଂ ପ୍ରାର୍ଥନା