ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୧୨
  • ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ କଥା ମାନନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ କଥା ମାନନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ୧୨ ଜଣ ଗୁପ୍ତଚର
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋଶୂୟଙ୍କ ଶେଷ ଉପଦେଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନମ୍ର ହୁଅନ୍ତୁ—ନିଜର ପ୍ରଶଂସା କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୧୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ କଥା ମାନନ୍ତୁ

କାଲେବ ଆରମ୍ଭରେ ହିଁ ଯିହୋବାଙ୍କ କଥା ପୂର୍ଣ୍ଣ ହୃଦୟର ସହ ମାନିଲେ (ଯିହୋ ୧୪:୭, ୮)

କାଲେବ ବୃଦ୍ଧ ସମୟରେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖିଲେ ଯେ କଠିନ କାମ କରିବା ପାଇଁ ସେ ତାଙ୍କୁ ସାହାଯ୍ୟ କରିବେ (ଯିହୋ ୧୪:୧୦-୧୨; ପ୍ର୦୪-ହି ୧୨/୧ ପୃ ୧୨ ¶୨)

ଯିହୋବାଙ୍କ କଥା ପୂର୍ଣ୍ଣ ହୃଦୟର ସହ ମାନିବା ଦ୍ୱାରା କାଲେବଙ୍କୁ ଆଶିଷ ମିଳିଲା (ଯିହୋ ୧୪:୧୩, ୧୪; ପ୍ର୦୬-ହି ୧୦/୧ ପୃ ୧୮ ¶୧୧)

ଚିତସମୂହ: ଜଣେ ଭଉଣୀ ବୃଦ୍ଧା ବୟସରେ ହେଉଥିବା ସମସ୍ୟାଗୁକର ସାମନା କରୁଛନ୍ତି । ୧. ଭଉଣୀଙ୍କ ହାତରେ ବା ଅଛି ଓ ସେ ବସି ର୍ଥନା କରୁଛନ୍ତି । ୨. ସେ ଏକ ଯୁବତୀ ଭଉଣୀଙ୍କ ସହିତ ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେଉଛନ୍ତି । ୩. ସେ ନିଜ ମଣ୍ଡଳୀର ଛୋଟ ପିଲାଙ୍କୁ ଆଲବମ ଦେଖାଉଛନ୍ତି । ୪. ସେ ବତ ଖୁସି ଅଛନ୍ତି ଓ ତାଙ୍କ ଚେହେରା ବି ଖୁସି ଦେଖାଯାଉଛି ।

ଏହା ଦେଖି କାଲେବଙ୍କ ବିଶ୍ୱାସ ମଜବୁତ ହୁଏ ଯେ ଯିହୋବା କିପରି ତାଙ୍କୁ ସାହାଯ୍ୟ କରୁଛନ୍ତି । ଆମେ ଯେତେବେଳେ ଦେଖୁ ଯେ ଯିହୋବା କିପରି ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି ଓ ଆମକୁ ସଠିକ୍‌ ରାସ୍ତା ଦେଖାନ୍ତି, ସେତେବେଳେ ଆମର ମନୋଭାବ ମଧ୍ୟ ମଜବୁତ୍‌ ହୁଏ ଓ ଆମେ ଯିହୋବାଙ୍କ ସେବା କରିବା ଜାରି ରଖୁ ।—୧ଯୋହ ୫:୧୪, ୧୫.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ