ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ମନ ଖୋଲି ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
[୧ ଶାମୁୟେଲ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ହାନ୍ନା ବହୁତ ସମୟ ପର୍ଯ୍ୟନ୍ତ ଯିହୋବାଙ୍କୁ ପ୍ରାର୍ଥନା କଲେ (୧ଶାମୁ ୧:୧୦, ୧୨, ୧୫; ଅନୁକରଣ କରନ୍ତୁ (ହିନ୍ଦୀ) ପୃ ୫୫ ¶୧୨)
ହାନ୍ନା ନିଜ ସମସ୍ତ ସମସ୍ୟାଗୁଡ଼ିକୁ ଯିହୋବାଙ୍କ ଉପରେ ଛାଡ଼ିଦେଲେ (୧ଶାମୁ ୧:୧୮; ଅନୁକରଣ କରନ୍ତୁ (ହିନ୍ଦୀ) ପୃ ୫୫-୫୬ ¶୧୫)
ଯଦି ଆମେ ଯିହୋବାଙ୍କ ଆଗରେ ନିଜ ହୃଦୟ ଖୋଲି ସବୁ କଥା କହିବା, ତେବେ ସେ ଆମକୁ ସମ୍ଭାଳିବେ ଓ ଶକ୍ତି ଦେବେ ।—ଗୀତ ୫୫:୨୨; ୬୨:୮.