ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୩
  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ମନ ଖୋଲି ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆପଣଙ୍କର ରାଜା କିଏ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଦାଉଦଙ୍କ ଯୁଦ୍ଧ ରଣନୀତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୩
ରାଜା ଶାଉଲ ଜଣେ ଇଏଲୀୟ ସୈନିକକୁ କଛନ୍ତି ଯେ ସେ ଅଗାଗକୁ ହତ୍ୟା ନ କରୁ । ପଛରେ ଆଉ ଗୋଟିଏ ସୈନିକ ମେଷମାନଙ୍କର ଯନ ନେଉଛି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ

ଯିହୋବାଙ୍କ ଭବିଷ୍ୟଦ୍‌ବକ୍ତା ଶାଉଲଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦେଇଥିଲେ (୧ଶାମୁ ୧୫:୩)

ଶାଉଲ ଯିହୋବାଙ୍କ ସବୁ ପରାମର୍ଶ ମାନିଲେ ନାହିଁ ଏବଂ ବାହାନା କଲେ (୧ଶାମୁ ୧୫:୧୩-୧୫)

ଯେଉଁମାନେ ଯିହୋବାଙ୍କ କଥା ମାନନ୍ତି ନାହିଁ, ଯିହୋବା ସେମାନଙ୍କ ଉପାସନା ସ୍ୱୀକାର କରନ୍ତି ନାହିଁ (୧ଶାମୁ ୧୫:୨୨, ୨୩; ପ୍ର୦୭-ହି ୭/୧ ପୃ ୧୯ ¶୪; ଇନସାଇଟ୍‌-୨ ପୃ ୫୨୧ ¶୨)

ନିଜକୁ ପଚାରନ୍ତୁ, ‘କʼଣ ମୁଁ ଯିହୋବାଙ୍କ ସଂଗଠନରୁ ମିଳୁଥିବା ପରାମର୍ଶଗୁଡ଼ିକୁ ତୁରନ୍ତ ଏବଂ ପୂରାପୂରି ମାନେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ