ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୧୪
  • ଆପଣଙ୍କର ରାଜା କିଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କର ରାଜା କିଏ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଆଜ୍ଞା ମାନିବା ବଳିଦାନ ଚଢ଼ାଇବାଠାରୁ ଶ୍ରେଷ୍ଠ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଦାଉଦଙ୍କ ଯୁଦ୍ଧ ରଣନୀତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ସୀମା ଭିତରେ ନ ରହିଲେ ଅପମାନ ହିଁ ମିଳେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ଈଶ୍ୱର ଯିହୋବାଙ୍କଠାରୁ ସାହସ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୧୪
ଭବିଷ୍ୟଦ୍‌ବକ୍ତା ଶାମୁୟେଲ ର୍ଗକୁ ଇସାରା କରି କିଛି ଇଏଲୀୟମାନଙ୍କ ସହିତ ସେ କଥାବାର୍ତ୍ତା ହେଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣଙ୍କର ରାଜା କିଏ ?

ଇସ୍ରାଏଲୀୟମାନେ ଜଣେ ଲୋକକୁ ରାଜା କରିବା ପାଇଁ ଅନୁରୋଧ କଲେ (୧ଶାମୁ ୮:୪, ୫; ଇନସାଇଟ୍‌-୨ ପୃ ୧୬୩ ¶୧)

ସେମାନେ ଯିହୋବାଙ୍କୁ ଦେଖିପାରୁ ନ ଥିଲେ ତେଣୁ ତାଙ୍କୁ ନିଜ ରାଜା ମାନିବାକୁ ମନା କରିଦେଲେ (୧ଶାମୁ ୮:୭, ୮; ପ୍ର୧୧-ହି ୭/୧ ପୃ ୧୯ ¶୧)

ଯିହୋବା ସେମାନଙ୍କୁ ଆଗରୁ କହିଥିଲେ ଯେ ସେମାନଙ୍କର ଅନୁରୋଧର ପରିଣାମ କʼଣ ହେବ (୧ଶାମୁ ୮:୯, ୧୮; ପ୍ର୧୦-ହି ୧/୧୫ ପୃ ୩୦ ¶୯)

ଯିହୋବା ସଦାବେଳେ ନିଜ ସୃଷ୍ଟି ଉପରେ ଶାସନ କରି ଆସୁଛନ୍ତି । ସେ ପ୍ରେମ ଓ ଦୟାର ସହ ଶାସନ କରନ୍ତି ଏବଂ ନିଜ ପ୍ରଜାମାନଙ୍କର ସମ୍ମାନ ରଖନ୍ତି । ଈଶ୍ୱରଙ୍କ ଶାସନ ଅଧୀନରେ ରହିବା ଓ ତାହାଙ୍କ ଆଜ୍ଞା ମାନିବା ଦ୍ୱାରା ଆମକୁ ଆଶିଷ ମିଳୁ ଥିବ ।

ନିଜକୁ ପଚାରନ୍ତୁ, ‘କʼଣ ମୁଁ ନିଜ ଜୀବନ ଏପରି ବିତାଉଛି, ଯେଉଁଥିରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କୁ ନିଜ ରାଜା ମାନୁଛି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ