୨୮ ମାର୍ଚ୍ଚ–୩ ଏପ୍ରିଲ୍
୧ ଶାମୁୟେଲ ୧୮-୧୯
ଗୀତ ୩୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସଫଳତା ମିଳିବା ସତ୍ତ୍ୱେ ନମ୍ର ରହନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ଶାମୁ ୧୯:୨୩, ୨୪—ଶାଉଲ “ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ” ଏହାର ଅର୍ଥ କʼଣ ହୋଇପାରେ ? (ଇନସାଇଟ୍-୨ ପୃ ୬୯୫-୬୯୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ଶାମୁ ୧୮:୨୫–୧୯:୭ (ଶିଖାଇବା ଅଧ୍ୟୟନ ୧୧)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ—ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ”: (୧୦ ମି.) ଆଲୋଚନା; ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ଭାଷଣ: (୫ ମି.) ରାଜ୍ୟ ସେବା (ହିନ୍ଦୀ) ୧/୦୩ ପୃ ୧—ବିଷୟବସ୍ତୁ: ଏପରି କାମ ଯେଉଁଥିରେ ନମ୍ର ରହିବା ଜରୁରୀ । (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବଚନର ପରିଚୟ ପ୍ରଶ୍ନ ୧୧-୧୪
ଶେଷ ଟିପ୍ପଣୀ (୩ ମି.)
ଗୀତ ୨ ଏବଂ ପ୍ରାର୍ଥନା