ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୧୦
  • ବୁଦ୍ଧି ବହୁମୂଲ୍ୟ ଅଟେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୁଦ୍ଧି ବହୁମୂଲ୍ୟ ଅଟେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଶଲୋମନଙ୍କ ପ୍ରାର୍ଥନା—ହୃଦୟରୁ ଓ ନମ୍ରତାର ସହ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସେମାନେ ମନପ୍ରାଣ ଦେଇ କାମ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଶଲୋମନ ଦକ୍ଷତାର ସହିତ ଶାସନ କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୧୦
ଶଲୋମନ ଦୁଇ ବେଶ୍ୟା ପାଇଁ ନ୍ୟାୟ କରୁଛନ୍ତି, ଯେଉଁମାନେ ଦାବି କରୁଛନ୍ତି ଯେ ସେମାନେ ସେହି ଶିଶୁର ମାଆ ଅଟନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବୁଦ୍ଧି ବହୁମୂଲ୍ୟ ଅଟେ

ଶଲୋମନ ଯିହୋବାଙ୍କୁ ବୁଦ୍ଧି ମାଗିଲେ (୧ରାଜା ୩:୭-୯; ପ୍ର୧୧-ହି ୧୨/୧୫ ପୃ ୮ ¶୪-୬)

ଶଲୋମନଙ୍କ ବିନତି ଶୁଣି ଯିହୋବା ଖୁସି ହେଲେ (୧ରାଜା ୩:୧୦-୧୩)

ଶଲୋମନ ବୁଦ୍ଧିର ସହ କାମ କଲେ । ତେଣୁ ତାଙ୍କ ଶାସନ ସମୟରେ ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ କୌଣସି ବିପଦ ନ ଥିଲା । ଲୋକମାନେ ଶାନ୍ତିରେ ଓ ସୁରକ୍ଷିତ ଥିଲେ (୧ରାଜା ୪:୨୫)

ବୁଦ୍ଧିର ସହ କାମ କରିବାର ଅର୍ଥ ହେଉଛି କୌଣସି କଥାର ସଠିକ୍‌ ତଥ୍ୟ ନେବା ଓ ତାହା ଭଲଭାବେ ବୁଝିବା ଏବଂ ତାʼ ଅନୁସାରେ ସଠିକ୍‌ କାମ କରିବା । ବାଇବଲରେ ଲେଖାଅଛି ଯେ ସୁନା ଅପେକ୍ଷା ବୁଦ୍ଧି ଲାଭ କରିବା ଉତ୍ତମ ଅଟେ । (ହିତୋ ୧୬:୧୬) କିନ୍ତୁ ବୁଦ୍ଧି ପାଇବା ପାଇଁ ଆମକୁ ଈଶ୍ୱରଙ୍କୁ ବୁଦ୍ଧି ମାଗିବାକୁ ହେବ, ତାଙ୍କୁ ଭୟ କରିବା, ନମ୍ର ହେବା, ମର୍ଯ୍ୟାଦାରେ ରହିବା ଏବଂ ବାଇବଲର ଗଭୀର ଭାବେ ଅଧ୍ୟୟନ କରିବାକୁ ହେବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ