ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୨
  • ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସେ ବୁଦ୍ଧିକୁ ବହୁତ ବହୁମୂଲ୍ୟ ମନେ କରୁଥିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଶଲୋମନଙ୍କ ପ୍ରାର୍ଥନା—ହୃଦୟରୁ ଓ ନମ୍ରତାର ସହ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବୁଦ୍ଧି ବହୁମୂଲ୍ୟ ଅଟେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଶଲୋମନ ଦକ୍ଷତାର ସହିତ ଶାସନ କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବାଙ୍କ ବୁଦ୍ଧି ପାଇଁ ତାଙ୍କ ପ୍ରଶଂସା କରନ୍ତୁ

ଯିହୋବା ଶଲୋମନଙ୍କୁ ଅଦ୍ଭୁତ ବୁଦ୍ଧି ଦେଲେ (୧ରାଜା ୧୦:୧-୩; ପ୍ର୯୯-ହି ୭/୧ ପୃ ୩୦ ¶୬)

ଶଲୋମନଙ୍କ ବୁଦ୍ଧି ଦେଖି ଶିବାର ରାଣୀ ଆଶ୍ଚର୍ଯ୍ୟ ହୋଇଗଲେ (୧ରାଜା ୧୦:୪, ୫;ପ୍ର୯୯-ହି ୧୧/୧ ପୃ ୨୦ ¶୬)

ଶିବାର ରାଣୀ ଯିହୋବାଙ୍କ ପ୍ରଶଂସା କଲେ ଯେ ସେ ଶଲୋମନଙ୍କୁ ରାଜା ନିଯୁକ୍ତ କଲେ (୧ରାଜା ୧୦:୬-୯; ପ୍ର୯୯-ହି ୭/୧ ପୃ ୩୦-୩୧)

ଜଣେ ଭଉଣୀ ଜଣେ ସ୍ତ୍ରୀକୁ କଫି ସପ୍‌ରେ ସାକ୍ଷ୍ୟ ଦେଉଛନ୍ତି ।

ଶିବାର ରାଣୀଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କଠାରୁ ମିଳୁଥିବା ବୁଦ୍ଧିକୁ ବହୁମୂଲ୍ୟ ମନେ କରିବା ଉଚିତ୍‌ । କିପରି ? ଗୋଟିଏ ଉପାୟ ହେଉଛି, ଆମେ ଯୀଶୁ ଶିଖାଇ ଥିବା କଥାକୁ ମାନିବା ଏବଂ ତାଙ୍କ ପଦଚିହ୍ନ ଅନୁସାରେ ଚାଲିବା ପାଇଁ ପୂରା ଚେଷ୍ଟା କରିବା । (ମାଥି ୧୨:୪୨; ୧ପିତ ୨:୨୧) ଦ୍ୱିତୀୟ ଉପାୟ ହେଉଛି, ଲୋକମାନଙ୍କୁ ଈଶ୍ୱରଙ୍କ ବୁଦ୍ଧି ବିଷୟରେ କହିବା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ