ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୯
  • ତମେମାନେ କେବେ ଯାଏ ଦୁଇଟି ମତକୁ ଧରି ରହିବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତମେମାନେ କେବେ ଯାଏ ଦୁଇଟି ମତକୁ ଧରି ରହିବ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସାହସ ପାଇବା ପାଇଁ ଯିହୋବାଙ୍କ ପାଖକୁ ଯାʼନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଏଷ୍ଟରଙ୍କ ଭଳି ହୁଅନ୍ତୁ, ଭଲଭାବେ କଥାବାର୍ତ୍ତା ହୁଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • କʼଣ ଆପଣ ଆସାଙ୍କ ଭଳି ସାହସ ଦେଖାନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୯
ଏଲୀୟ, ବାଲ୍‌ର ଭବିଷ୍ୟଦ୍‌ବକ୍ତାମାନେ ଏବଂ ଅନ୍ୟ ଲୋକମାନେ ର୍ଗରୁ ନିଆଁ ଆସି ବେଦି ଉପରେ ଥିବା ବଳିକୁ ଜଳାଉଥିବାର ଦେଖୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ତମେମାନେ କେବେ ଯାଏ ଦୁଇଟି ମତକୁ ଧରି ରହିବ ?

ଏଲୀୟ ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ ଗୋଟିଏ ନିଷ୍ପତ୍ତି ନିଅନ୍ତୁ ଏବଂ ସେଥିରେ ଅଟଳ ରହନ୍ତୁ (୧ରାଜା ୧୮:୨୧; ପ୍ର୧୭.୦୩-ହି ପୃ ୧୪ ¶୬)

ବାଲ୍‌ କୌଣସି ଅସଲ ଦେବତା ନ ଥିଲା [୧ରାଜା ୧୮:୨୫-୨୯; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୮୮ ¶୧୫]

ଯିହୋବା ଅଦ୍ଭୁତ ଭାବେ ପ୍ରମାଣ ଦେଲେ ଯେ ସେ ହିଁ ସତ୍ୟ ଈଶ୍ୱର ଅଟନ୍ତି [୧ରାଜା ୧୮:୩୬-୩୮; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୯୦ ¶୧୮]

ଏଲୀୟ ଲୋକମାନଙ୍କୁ କହିଲେ ଯେ ସେମାନେ ଯିହୋବାଙ୍କ ଆଜ୍ଞା ପାଳନ କରି ନିଜ ବିଶ୍ୱାସର ପ୍ରମାଣ ଦିଅନ୍ତୁ । (ଦ୍ୱିବି ୧୩:୫-୧୦; ୧ରାଜା ୧୮:୪୦) ଆଜି ଆମେ ମଧ୍ୟ ଯିହୋବାଙ୍କ ଆଜ୍ଞା ଗମ୍ଭୀରତାର ସହ ପାଳନ କରିବା ଉଚିତ୍‌, ତେବେ ପ୍ରମାଣ ହୋଇଯିବ ଯେ ଆମେ ତାଙ୍କ ଉପରେ ପୂରା ବିଶ୍ୱାସ କରୁ ଏବଂ ତାଙ୍କ ଭକ୍ତି କରୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ