ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୧୦
  • ସାହସ ପାଇବା ପାଇଁ ଯିହୋବାଙ୍କ ପାଖକୁ ଯାʼନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସାହସ ପାଇବା ପାଇଁ ଯିହୋବାଙ୍କ ପାଖକୁ ଯାʼନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ତମେମାନେ କେବେ ଯାଏ ଦୁଇଟି ମତକୁ ଧରି ରହିବ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଏଷ୍ଟରଙ୍କ ଭଳି ହୁଅନ୍ତୁ, ଭଲଭାବେ କଥାବାର୍ତ୍ତା ହୁଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବୁଝିବିଚାରି ଜୀବନସାଥୀ ବାଛନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୧୦

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସାହସ ପାଇବା ପାଇଁ ଯିହୋବାଙ୍କ ପାଖକୁ ଯାʼନ୍ତୁ

ଏଲୀୟ ବହୁତ ଡରିଗଲେ ଏବଂ ନିଜ ଜୀବନ ରକ୍ଷା କରି ପଳାଇଗଲେ (୧ରାଜା ୧୯:୩, ୪; ପ୍ର୧୯.୦୬-ହି ପୃ ୧୫ ¶୫)

ଯିହୋବା ଏଲୀୟଙ୍କ ସାହାଯ୍ୟ କଲେ, ତାଙ୍କୁ ରୋଟୀ ଓ ପାଣି ଦେଲେ । ସେ ଅଦ୍ଭୁତ ଉପାୟରେ ଏହା ମଧ୍ୟ ଦେଖାଇଲେ ଯେ ତାଙ୍କଠାରେ କେତେ ଶକ୍ତି ଅଛି [୧ରାଜା ୧୯:୫-୭, ୧୧, ୧୨; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୦୩ ¶୧୩; ପୃ ୧୦୬ ¶୨୧]

ଯିହୋବା ଏଲୀୟଙ୍କୁ ଆହୁରି କାମ ଦେଲେ [୧ରାଜା ୧୯:୧୫-୧୮; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୦୬ ¶୨୨]

ଜେଲରେ ବନ୍ଦୀ ଥିବା ଜଣେ ଭାଇ ଗାର୍ଡକୁ ଚାର କରୁଛନ୍ତି ।

ଯିହୋବା ଆଜି ଆମ ସହ ବାଇବଲ ଜରିଆରେ କଥା ହୁଅନ୍ତି । ସେ ଆମକୁ ମନେ ପକାଇ ଦିଅନ୍ତି ଯେ ସେ ଆମର ଚିନ୍ତା କରନ୍ତି ଏବଂ ସେ ଏପରି କାମ ଦିଅନ୍ତି, ଯାହା କଲେ ଆମକୁ ଖୁସି ମିଳେ ।—୧କରି ୧୫:୫୮; କଲ ୩:୨୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ