ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମେ ପୃଷ୍ଠା ୧୬
  • ଧର୍ମତ୍ୟାଗୀମାନଙ୍କଠାରୁ ନିଜକୁ ରକ୍ଷା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଧର୍ମତ୍ୟାଗୀମାନଙ୍କଠାରୁ ନିଜକୁ ରକ୍ଷା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନିଜ ସନ୍ଦେହ କିପରି ଦୂର କରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମେ ପୃଷ୍ଠା ୧୬

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଧର୍ମତ୍ୟାଗୀମାନଙ୍କଠାରୁ ନିଜକୁ ରକ୍ଷା କରନ୍ତୁ

ଶୟତାନ ଓ ତାʼର ଅଧୀନରେ ରହୁଥିବା ଲୋକମାନେ ପ୍ରାୟ ସତକୁ ମିଛ ସହିତ ମିଶାଇ ଦେଖାନ୍ତି । ଏପରି ଭାବେ ସେମାନେ ଆମର ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରନ୍ତି । (୨କରି ୧୧:୩) ଯେପରି, ଅଶୂରୀୟ ଲୋକମାନେ ପୂରା ସତ ନ କହି ଆଉ ସିଧା ସିଧା ମିଛ କହି ଯିହୋବାଙ୍କ ଲୋକମାନଙ୍କ ସାହସ ଭାଙ୍ଗିବା ପାଇଁ ଚେଷ୍ଟା କଲେ । (୨ବଂଶା ୩୨:୧୦-୧୫) ଆଜି ଧର୍ମତ୍ୟାଗୀମାନେ ମଧ୍ୟ ଏପରି ହିଁ କରନ୍ତି । ସେମାନେ ଯାହା ଶିଖାନ୍ତି ସେସବୁକୁ ଆମେ କେଉଁ ଦୃଷ୍ଟିକୋଣରେ ଦେଖିବା ଉଚିତ୍‌ ? ସେଗୁଡ଼ିକ ଆମ ପାଇଁ ବିଷ ଭଳି ଅଟେ । ଆମେ ସେମାନଙ୍କ କଥାଗୁଡ଼ିକୁ କେବେ ବି ପଢ଼ିବା ଉଚିତ୍‌ ନୁହେଁ, ସେମାନଙ୍କୁ କୌଣସି ଉତ୍ତର ଦେବା ଉଚିତ୍‌ ନୁହେଁ ଆଉ ସେମାନଙ୍କ କଥା ମଧ୍ୟ ଅନ୍ୟମାନଙ୍କୁ କହିବା ଉଚିତ୍‌ ନୁହେଁ । ଯଦି ଆପଣଙ୍କୁ ଏପରି କୌଣସି ତଥ୍ୟ ମିଳେ ଯେଉଁଥିରୁ ଆପଣଙ୍କ ମନରେ ଯିହୋବା ଓ ତାଙ୍କ ସଂଗଠନ ପାଇଁ ସନ୍ଦେହ ସୃଷ୍ଟି ହୁଏ, ତେବେ ବୁଝିଯାʼନ୍ତୁ ଯେ ଏହା ଧର୍ମତ୍ୟାଗୀମାନଙ୍କ ତରଫରୁ ଅଟେ । ଏପରି ତଥ୍ୟଗୁଡ଼ିକୁ ଦେଖିବା କିମ୍ବା ଶୁଣିବାରୁ ତୁରନ୍ତ ମନା କରିଦିଅନ୍ତୁ ।—ଯିହୂ ୩, ୪.

“ ‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରନ୍ତୁ’ !​—ଏକ ଝଲକ” ଭିଡିଓର ଗୋଟିଏ ଦୃଶ୍ୟ । ଡେଭିଡ ସ୍ପ୍ଲେନ ପ୍ରଶାସନ ଦଳର ଜଣେ ଭାଇ ଅଟନ୍ତି ।

‘ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ କରନ୍ତୁ’ !—ଏକ ଝଲକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଇଣ୍ଟରେନେଟ୍‌ ଫୋରମ୍‌ ବ୍ୟବହାର କରିବା ସମୟରେ ଆମେ କାହିଁକି ସାବଧାନ ରହିବା ଉଚିତ୍‌ ?

  • ଆମେ ରୋମୀୟ ୧୬:୧୭ ପଦରେ ଦିଆଯାଇଥିବା ପରାମର୍ଶକୁ କିପରି ମାନିପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ