ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୧୩
  • ନୂଆ ସେବା ବର୍ଷ ପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନୂଆ ସେବା ବର୍ଷ ପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିଛନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • “ବାକ୍ୟର କର୍ମକାରୀ ହୁଅ”
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଆପଣଙ୍କ ପ୍ରଗତିର ରେକର୍ଡ ରଖନ୍ତୁ
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୧୩
ଗୋଟିଏ ଅଙ୍କାବଙ୍କା ଥିବା ରାସ୍ତାରେ କିଛି ଚିହ୍ନ ଲାଗିଛି । ଏହି ଚିହ୍ନ ଦେଖାଏ ଯେ ଯିହୋବାଙ୍କ ସେବାରେ ଆମେ କେଉଁ କେଉଁ ଲକ୍ଷ୍ୟ ରଖିପାରିବା । ଯେପରି, ବ୍ୟକ୍ତିଗତ ଅଧ୍ୟୟନ କରିବା, ପ୍ରଚାର କରିବା, ଖ୍ରୀଷ୍ଟୀୟ ଗୁଣ ବଢ଼ାଇବା ଓ ଶିଖାଇବାର ଦକ୍ଷତାକୁ ବଢ଼ାଇବା ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନୂଆ ସେବା ବର୍ଷ ପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିଛନ୍ତି ?

ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବାକୁ ଚାହୁଁ ଓ ତାଙ୍କୁ ଖୁସି କରିବାକୁ ଚାହୁଁ । ତାʼ ପାଇଁ ଆମକୁ କିଛି ଲକ୍ଷ୍ୟ ରଖିବା ଜରୁରୀ ଓ ତାହା ହାସଲ କରିବା ପାଇଁ ପରିଶ୍ରମ କରିବା ଜରୁରୀ । ଏହା ସତ ଯେ ସେହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆମକୁ ନିଜ ସମୟ ଦେବାକୁ ଓ ଶକ୍ତି ଲଗାଇବାକୁ ପଡ଼େ, ତଥାପି ଆମେ ଏପରି କରୁ କାରଣ ଏଥିରୁ ଅନେକ ଲାଭ ହୁଏ । ଆମେ ସତ୍ୟରେ ଉନ୍ନତି ମଧ୍ୟ କରିପାରୁ । (୧ ତୀମ ୪:୧୫) ଆମକୁ ମଝି ମଝିରେ ନିଜ ଲକ୍ଷ୍ୟଗୁଡ଼ିକୁ ଯାଞ୍ଚ କରିବା ଉଚିତ୍‌ । କାହିଁକି ? କାରଣ ପରିସ୍ଥିତି ବଦଳି ଯାଏ । ଆମେ ପୂର୍ବେ ଯେଉଁ ଲକ୍ଷ୍ୟ ରଖିଥିଲୁ ହୁଏତ ଏବେ ତାହା ହାସଲ କରିବା କଷ୍ଟ ହୋଇପାରେ କିମ୍ବା ଆମେ ତାହା ହାସଲ କରି ନେଇଥିବା ଓ ଏବେ ଆମେ ଅନ୍ୟ ଲକ୍ଷ୍ୟ ରଖିପାରିବା ।

ନିଜ ଲକ୍ଷ୍ୟଗୁଡ଼ିକୁ ଯାଞ୍ଚ କରିବାର ସବୁଠୁ ଭଲ ସମୟ କେବେ ହେବ ? ନୂଆ ସେବା ବର୍ଷ ଆରମ୍ଭ ହେବା ପୂର୍ବରୁ । ଆପଣ ଏବିଷୟରେ ପାରିବାରିକ ଉପାସନାରେ ଆଲୋଚନା କରିପାରିବେ । ଆପଣ ଗୋଟିଏ ପରିବାର ଭାବେ ଓ ନିଜ ପାଇଁ ମଧ୍ୟ କିଛି ଲକ୍ଷ୍ୟ ରଖିପାରିବେ ?

ଆଗକୁ ଦିଆଯାଇଥିବା ମାମଲାଗୁଡ଼ିକରେ ଆପଣ କʼଣ ଲକ୍ଷ୍ୟ ରଖିପାରିବେ ? ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆପଣ କʼଣ କରିପାରିବେ ?

ବାଇବଲ ପଢ଼ିବା, ବ୍ୟକ୍ତିଗତ ଅଧ୍ୟୟନ କରିବା, ସଭାଗୁଡ଼ିକରେ ଯିବା ଓ ଉତ୍ତର ଦେବା ।—ପ୍ର୦୨-ହି ୬/୧୫ ପୃ ୧୪-୧୫ ¶୧୪-୧୫

ପ୍ରଚାର ସେବା ।—ପ୍ର୨୩.୦୫ ପୃ ୨୭ ¶୪-୫

ଭଲ ଗୁଣ ।—ପ୍ର୨୨.୦୪ ୨୩-୨୪ ¶୫-୬

ଅନ୍ୟ ଲକ୍ଷ୍ୟ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ