ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୩
  • ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ସେ ନିଜ ଅଧିକାରର ବ୍ୟବହାର ଲୋକମାନଙ୍କ ଲାଭ ପାଇଁ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏଷ୍ଟରଙ୍କ ଭଳି ହୁଅନ୍ତୁ, ଭଲଭାବେ କଥାବାର୍ତ୍ତା ହୁଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏଷ୍ଟରଙ୍କ ଭଳି ମର୍ଯ୍ୟାଦାରେ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୩

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

ମର୍ଦ୍ଦଖୟ ଯିହୋବାଙ୍କ ବିଶ୍ୱସ୍ତ ଥିଲେ ଓ ସେ ବହୁତ ସାହସୀ ଥିଲେ (ଏଷ୍ଟ ୩:୨-୪;ଇନସାଇଟ୍‌-୨ ପୃ ୪୩୧ ¶୭)

ସେ ଏଷ୍ଟରଙ୍କୁ ବୁଝାଇଲେ ଯେ ସେ କିପରି ନିଜ ଲୋକମାନଙ୍କୁ ସାହାଯ୍ୟ କରିପାରିବେ (ଏଷ୍ଟ ୪:୭, ୮; ଇନସାଇଟ୍‌-୨ ପୃ ୪୩୧ ¶୯)

ସେ ଏଷ୍ଟରଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଓ ସାହସର ସହ କାମ ନିଅନ୍ତୁ [ଏଷ୍ଟ ୪:୧୨-୧୪; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୧୩୩ ¶୨୨-୨୩]

ଚିତ୍ରଗୁଡ଼ିକ: ୧. ଜଣେ ପ୍ରାଚୀନ ଜଣେ ଯୁବା ଭାଇଙ୍କ ସହ ପ୍ରଚାର କରୁଛନ୍ତି ଓ ତାଙ୍କର ସାହସ ବଢ଼ାଉଛନ୍ତି । ୨. ସେହି ଯୁବା ଭାଇ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ ପାଇଁ ଫର୍ମ ଭରୁଛନ୍ତି । ୩. ପରେ ସେହି ଭାଇ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରୁ’ ଗ୍ରାଜୁଏଟ୍‌ ହେଲେ ।

ନିଜକୁ ପଚାରନ୍ତୁ: ‘କʼଣ ମୋ କଥା ଓ କାମଗୁଡ଼ିକରୁ ଭାଇଭଉଣୀମାନଙ୍କୁ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ସାହାଯ୍ୟ ମିଳେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ