ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ସେପ୍ଟେମ୍ବର ପୃଷ୍ଠା ୨
  • ୧-୭ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧-୭ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ସେପ୍ଟେମ୍ବର ପୃଷ୍ଠା ୨

୧-୭ ସେପ୍ଟେମ୍ବର

ହିତୋପଦେଶ ୨୯

ଗୀତ ୨୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍‌ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ଏପରି ରୀତିନୀତି ଓ ଶିକ୍ଷାଗୁଡ଼ିକୁ ମାନନ୍ତୁ ନାହିଁ, ଯାହା ଯିହୋବା ପସନ୍ଦ କରନ୍ତି ନାହିଁ

(୧୦ ମି.)

ଯିହୋବାଙ୍କ ଆଜ୍ଞା ମାନିଲେ ଆପଣଙ୍କୁ ପ୍ରକୃତ ଖୁସି ମିଳିବ (ହିତୋ ୨୯:୧୮; ସର୍ବ୧୬-ଇଂ ସଂଖ୍ୟା ୬ ପୃ ୬, ବକ୍ସ)

ଏହା ବୁଝିବା ପାଇଁ ଯିହୋବାଙ୍କୁ ବୁଦ୍ଧି ମାଗନ୍ତୁ ଯେ କୌଣସି ପରମ୍ପରା ମାନିଲେ, ସେ ଖୁସି ହେବେ ନା ନାହିଁ (ହିତୋ ୨୯:୩କ; ପ୍ର୧୯.୦୪-ହି ପୃ ୧୭ ¶୧୩)

ଅନ୍ୟମାନଙ୍କ ଚାପରେ ଆସି ଏପରି ରୀତିନୀତି ମାନନ୍ତୁ ନାହିଁ, ଯାହା ଯିହୋବା ପସନ୍ଦ କରନ୍ତି ନାହିଁ (ହିତୋ ୨୯:୨୫; ପ୍ର୧୮.୧୧-ହି ପୃ ୧୧ ¶୧୨)

ଚିତ୍ରଗୁଡ଼ିକ: ୧. ଜଣେ ଭାଇ ବାଇବଲ ଓ “ୱଚନ୍‌ ଜୋ ଦିଖାଏ ରାହ୍‌” (ହିନ୍ଦୀ) ବହିରୁ ଅନୁସନ୍ଧାନ କରୁଛନ୍ତି ଏବଂ ନୋଟ୍‌ସ ନେଉଛନ୍ତି । ୨. ସେହି ଭାଇ ନିଜର ସମ୍ପର୍କୀୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହୁଛନ୍ତି, ଯେଉଁମାନେ ସାକ୍ଷୀ ନୁହଁନ୍ତି । ସେମାନଙ୍କ ମଧ୍ୟରୁ କିଛି ଧ୍ୟାନର ସହ ତାଙ୍କର କଥା ଶୁଣୁଛନ୍ତି, ଆଉ କିଛି ରାଗୁଛନ୍ତି ।

ଯଦି ଆପଣ ବାଇବଲ ଓ ବହି ପତ୍ରିକାଗୁଡ଼ିକରେ ଅନୁସନ୍ଧାନ କରିବେ ଏବଂ ଭଲ କଥାବାର୍ତ୍ତା ହେବେ, ତାହେଲେ ଆପଣ ବାଇବଲର ସତ୍ୟ ସହ ବୁଝାମଣା କରିବାର ଚାପରୁ ରକ୍ଷା ପାଇପାରିବେ

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୨୯:୫—ଚାଟୁବାଦ ଅର୍ଥାତ୍‌ ମିଛ ପ୍ରଶଂସା କରିବାରେ କʼଣ ସାମିଲ୍‌ ? ବାଇବଲରେ ଏପରି କାହିଁକି ଲେଖାଯାଇଛି ଯେ ‘ଯେଉଁ ଲୋକ ଆପଣା ପ୍ରତିବାସୀର ମିଛ ପ୍ରଶଂସା କରେ, ସେ ତାହାର ପାଦ ପାଇଁ ଜାଲ ପ୍ରସାରେ ?’ (ଇନସାଇଟ୍‌ “ଚାପ୍‌ଲୁସି” (ହିନ୍ଦୀ) ¶୧)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ହିତୋ ୨୯:୧-୧୮ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକୁ ବିଶେଷ ଭାଷଣ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ଘର ଘର ପ୍ରଚାର । ପ୍ରହରୀଦୁର୍ଗ ସଂଖ୍ୟା ୧, ୨୦୨୫ ପତ୍ରିକାରୁ କଥାବାର୍ତ୍ତା ଆରମ୍ଭ କରନ୍ତୁ । କିନ୍ତୁ ଯେବେ ଘରମାଲିକ ଅନ୍ୟ କୌଣସି ବିଷୟରେ କଥା ହୁଅନ୍ତି, ତେବେ ତାଙ୍କ ଆଗ୍ରହ ଅନୁସାରେ କଥାବାର୍ତ୍ତା ଜାରି ରଖନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୩)

୬. କଥାବାର୍ତ୍ତା ଆରମ୍ଭ କରିବା

(୫ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଯୁଦ୍ଧଗୁଡ଼ିକୁ ନେଇ ଚିନ୍ତିତ ଅଛନ୍ତି । ତାଙ୍କୁ ପ୍ରହରୀଦୁର୍ଗ, ସଂଖ୍ୟା ୧ ୨୦୨୫ ପତ୍ରିକା ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୫୯

୭. ମଣ୍ଡଳୀର ଆବଶ୍ୟକତା

(୧୫ ମି.)

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ଭାଗ ୪ରେ କʼଣ ଅଛି ଏବଂ ପାଠ ୧୪-୧୫

ଶେଷ ଟିପ୍ପଣୀ (୩ ମି.) | ଗୀତ ୩୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ