୮-୧୪ ସେପ୍ଟେମ୍ବର
ହିତୋପଦେଶ ୩୦
ଗୀତ ୧୩୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. “ମୋତେ ଦରିଦ୍ରତା କି ଧନ ଦିଅ ନାହିଁ”
(୧୦ ମି.)
ପ୍ରକୃତ ଖୁସି ଧନ ସମ୍ପତ୍ତି ଉପରେ ଭରସା କଲେ ମିଳେନି, ବରଂ ଈଶ୍ୱରଙ୍କ ଉପରେ ଭରସା କଲେ ମିଳେ (ହିତୋ ୩୦:୮, ୯; ପ୍ର୧୮.୦୧-ହି ପୃ ୨୪-୨୫ ¶୧୦-୧୨)
ଜଣେ ଲୋଭୀ ବ୍ୟକ୍ତି କେବେ ବି ସନ୍ତୁଷ୍ଟ ରହେ ନାହିଁ (ହିତୋ ୩୦:୧୫, ୧୬; ପ୍ର୮୭-ହି ୧୦/୧ ପୃ ୨୯ ¶୫)
ବାଇବଲ ସିଦ୍ଧାନ୍ତ ମାନିଲେ ଆପଣ ଅଯଥା ଋଣ ନେବା ଓ ଚିନ୍ତା କରିବାରୁ ରକ୍ଷା ପାଇପାରିବେ (ହିତୋ ୩୦:୨୪, ୨୫; ପ୍ର୧୨-ହି ୧/୧ ପୃ ୧୦ ¶୪)
ପାରିବାରିକ ଉପାସନା ପାଇଁ ପରାମର୍ଶ: ପୂରା ପରିବାର ମିଶି ଏବିଷୟରେ କଥା ହୁଅନ୍ତୁ ଯେ ପରିବାରର ପ୍ରତ୍ୟେକ ସଦସ୍ୟ ଟଙ୍କା ପଇସା ବିଷୟରେ କʼଣ ଭାବନ୍ତି ।—ପ୍ର୨୪.୦୬ ପୃ ୧୩ ¶୧୮.
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୩୦:୨୬—ଶାଫନ୍ ଜନ୍ତୁଗଣମାନଙ୍କଠାରୁ ଆମେ କʼଣ ଶିଖିପାରିବା ? (ପ୍ର୦୯-ହି ୪/୧୫ ପୃ ୧୬-୧୭ ¶୧୧-୧୩)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୩୦:୧-୧୪ (ଶିଖାଇବା ଅଧ୍ୟୟନ ୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୪ ମି.) ଘର ଘର ପ୍ରଚାର । ପ୍ରହରୀଦୁର୍ଗ ସଂଖ୍ୟା ୧, ୨୦୨୫ ପତ୍ରିକାରୁ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା
(୪ ମି.) ଭାଷଣ । ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର (ହିନ୍ଦୀ) ୧୦୨—ବିଷୟ: କʼଣ ଜୁଆ ଖେଳିବା ପାପ ଅଟେ ? (ଶିଖାଇବା ଅଧ୍ୟୟନ ୭)
ଗୀତ ୭୫
୭. ଏହି ଦୁନିଆର ନକଲି ଶାନ୍ତିର ଫାନ୍ଦରେ ପଡ଼ନ୍ତୁ ନାହିଁ—ଚିବିସା ସେଲିମାନି
(୫ ମି.) ଆଲୋଚନା ।
ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଆପଣ ଭାଇ ସେଲିମାନିଙ୍କ ଅନୁଭୂତିରୁ ଏପରି ନିଷ୍ପତ୍ତି ନେବା ବିଷୟରେ କʼଣ ଶିଖିଲେ, ଯେଉଁଥିରୁ ଖୁସି ଓ ସନ୍ତୁଷ୍ଟି ମିଳେ ?
୮. ସଂଗଠନକୁ ମିଳିଥିବା ସଫଳତା
(୧୦ ମି.) ସେପ୍ଟେମ୍ବର ମାସର ଭିଡିଓ ଦେଖାନ୍ତୁ ।
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୧୬-୧୭