୨୭ ଅକ୍ଟୋବର-୨ ନଭେମ୍ବର
ଉପଦେଶକ ୧୧-୧୨
ଗୀତ ୧୫୫ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ସୁସ୍ଥ ଓ ଖୁସି ରହନ୍ତୁ
(୧୦ ମି.)
ଯେବେ ବି ସୁଯୋଗ ମିଳେ, ସକାଳର କଅଁଳିଆ ଖରା ଓ ଖୋଲା ପବନରେ ବାହାରନ୍ତୁ (ଉପ ୧୧:୭, ୮; ସଜା-ଇଂ ୩/୧୫ ପୃ ୧୩ ¶୬-୭)
ଶରୀର ଓ ମନ ଉଭୟର ଯତ୍ନ ନିଅନ୍ତୁ (ଉପ ୧୧:୧୦; ପ୍ର୨୩.୦୨ ପୃ ୨୧-୨୨ ¶୬-୭)
ସବୁଠୁ ଜରୁରୀ, ସହୃଦୟରେ ଯିହୋବାଙ୍କର ଉପାସନା କରନ୍ତୁ (ଉପ ୧୨:୧୩; ପ୍ର୨୪.୦୯ ପୃ ୨-୩ ¶୨-୩)
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଉପ ୧୨:୯, ୧୦—ଏହି ପଦଗୁଡ଼ିକରୁ ଆପଣ ସେହି ବ୍ୟକ୍ତିମାନଙ୍କ ବିଷୟରେ କʼଣ ଶିଖନ୍ତି, ଯେଉଁମାନଙ୍କ ଜରିଆରେ ଈଶ୍ୱର ବାଇବଲକୁ ଲେଖାଇଲେ ? (ଇନସାଇଟ୍ “ଈଶ୍ୱରଙ୍କ ପ୍ରେରଣାରୁ” (ହିନ୍ଦୀ) ¶୧୦)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଉପ ୧୨:୧-୧୪ (ଶିଖାଇବା ଅଧ୍ୟୟନ ୧୨)
୪. ପୁଣିଥରେ ଭେଟିବା ସମୟରେ
(୩ ମି.) ଘର ଘର ପ୍ରଚାର । (ଲୋକଙ୍କୁ ପ୍ରେମ ପାଠ ୮ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଗତଥର ବ୍ୟକ୍ତି ଜଣକ ଆପଣଙ୍କୁ କହିଥିଲେ ଯେ କିଛି ସମୟ ପୂର୍ବେ ତାଙ୍କର କେହି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଛି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ଭାଷଣ
(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୩—ବିଷୟ: ଈଶ୍ୱରଙ୍କୁ ଆମର ଚିନ୍ତା ଅଛି ଆଉ ସେ ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । (ଶିଖାଇବା ଅଧ୍ୟୟନ ୨୦)
ଗୀତ ୧୧୧
୭. ମଣ୍ଡଳୀର ଆବଶ୍ୟକତା
(୧୫ ମି.)
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୩୦-୩୧