୩-୯ ନଭେମ୍ବର
ପରମ ଗୀତ ୧-୨
ଗୀତ ୧୩୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ସତ୍ୟ ପ୍ରେମର କାହାଣୀ
(୧୦ ମି.)
[ପରମ ଗୀତ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]
ଶଲୋମନ ଶୂଲମିୟେ କନ୍ୟାଙ୍କ ବହୁତ ପ୍ରଶଂସା କଲେ ଏବଂ ତାଙ୍କୁ ମୂଲ୍ୟବାନ ଉପହାର ଦେବା ପାଇଁ ପ୍ରତିଜ୍ଞା କଲେ (ପଗୀ ୧:୯-୧୧)
ଶୂଲମିୟେ କନ୍ୟା ମେଷପାଳକକୁ ସତ୍ୟ ପ୍ରେମ କରୁଥିଲେ । ସେଥିପାଇଁ ସେ ତାଙ୍କର ବିଶ୍ୱସ୍ତ ରହିଲେ (ପଗୀ ୨:୧୬, ୧୭; ପ୍ର୧୫-ହି ୧/୧୫ ପୃ ୩୦-୩୧ ¶୯-୧୦)
ପରାମର୍ଶ: ପରମ ଗୀତ ବହି ପଢ଼ିବା ସମୟରେ ନୂତନ ଜଗତ ଅନୁବାଦ ବାଇବଲରୁ ପରମ ଗୀତ ବହିର “ସାରାଂଶ” ଦେଖନ୍ତୁ । ଏପରି କଲେ ଆପଣ ଜାଣିପାରିବେ ଯେ କିଏ ଏହି କଥା କହୁଛନ୍ତି ।
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ପଗୀ ୨:୭—ଅବିବାହିତ ଖ୍ରୀଷ୍ଟିୟାନମାନେ ଶୂଲମିୟେ କନ୍ୟାଙ୍କ ଭଲ ଉଦାହରଣରୁ କʼଣ ଶିଖିପାରିବେ ? (ପ୍ର୧୫-ହି ୧/୧୫ ପୃ ୩୧ ¶୧୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ପଗୀ ୨:୧-୧୭ (ଶିଖାଇବା ଅଧ୍ୟୟନ ୧୨)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାରୁ ଆଉ କିଛି ପରାମର୍ଶ—କ, ବାଇବଲରୁ କୌଣସି କଥା କିପରି କହିବି । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଲୋକଙ୍କୁ ପ୍ରେମ ପୁସ୍ତିକାରୁ ଆଉ କିଛି ପରାମର୍ଶ—କ, ବାଇବଲରୁ କୌଣସି କଥା କିପରି କହିବି । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୩)
୬. ବାଇବଲ ଅଧ୍ୟୟନ ସମୟରେ
ଗୀତ ୪୧
୭. ‘ଦୟାଳୁ ବ୍ୟକ୍ତି ଆଶିଷ ପାଇବ’
(୧୫ ମି.) ଆଲୋଚନା । ଏହି ଭାଗକୁ ଜଣେ ପ୍ରାଚୀନ ପରିବେଷଣ କରିବେ ।
ଯେବେ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମୟ, ଶକ୍ତି ଓ ଜିନିଷ ଦେଉ, ତେବେ ଏହାର ଭଲ ପରିଣାମ ହୁଏ । ନିଶ୍ଚୟ ଆମେ ଯେଉଁମାନଙ୍କୁ ସାହାଯ୍ୟ କରୁ ସେମାନଙ୍କୁ ଖୁସି ମିଳେ, କିନ୍ତୁ ଯେଉଁମାନେ ହୃଦୟରୁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ସେମାନଙ୍କୁ ବି ବହୁତ ଖୁସି ମିଳେ । (ହିତୋ ୨୨:୯) ତାʼସହ ଯେବେ ଆମେ ଯିହୋବାଙ୍କ ଭଳି ଦୟାଳୁ ହେଉ, ତେବେ ଆମକୁ ତାଙ୍କର ମଞ୍ଜୁରି ମଧ୍ୟ ମିଳେ ।—ହିତୋ ୧୯:୧୭; ଯାକୁ ୧:୧୭.
ଦୟାଳୁ ହେଲେ ମିଳେ ଖୁସି ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଭିଡିଓରେ ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ଦେଖାଇ ଦିଆଯାଇଥିଲା, ସେମାନଙ୍କୁ କିପରି ସାରା ଦୁନିଆର ଭାଇଭଉଣୀମାନଙ୍କ ସାହାଯ୍ୟରୁ ଖୁସି ମିଳିଲା ?
ଯେଉଁ ଖ୍ରୀଷ୍ଟିୟାନମାନେ ଅନ୍ୟମାନଙ୍କୁ ହୃଦୟରୁ ସାହାଯ୍ୟ କଲେ, ସେମାନଙ୍କୁ ମଧ୍ୟ କିପରି ଖୁସି ମିଳିଲା ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୩୨-୩୩