ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ନଭେମ୍ବର ପୃଷ୍ଠା ୪-୫
  • ୧୦-୧୬ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୦-୧୬ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ନଭେମ୍ବର ପୃଷ୍ଠା ୪-୫

୧୦-୧୬ ନଭେମ୍ବର

ପରମ ଗୀତ ୩-୫

ଗୀତ ୩୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ହୃଦୟର ସୁନ୍ଦରତା ଅଧିକ ଜରୁରୀ

(୧୦ ମି.)

ଶୂଲମିୟେ କନ୍ୟାଙ୍କ କଥାରୁ ଜଣାପଡ଼େ ଯେ ତାଙ୍କ ଭିତରେ ଅନେକ ଭଲ ଗୁଣ ଥିଲା (ପଗୀ ୪:୩, ୧୧; ପ୍ର୧୫-ହି ୧/୧୫ ପୃ ୩୦ ¶୮)

ଶୂଲମିୟେ କନ୍ୟା ଯିହୋବାଙ୍କ ନୈତିକ ସ୍ତର ଅନୁସାରେ ବଞ୍ଚୁଥିଲେ, ସେଥିପାଇଁ ତାଙ୍କ ତୁଳନା ଗୋଟିଏ ସୁନ୍ଦର ବଗିଚା ସହିତ କରାଯାଇଛି (ପଗୀ ୪:୧୨; ପ୍ର୦୦-ହି ୧୧/୧ ପୃ ୧୧ ¶୧୭)

ବାହ୍ୟରୂପ ଅପେକ୍ଷା ହୃଦୟର ସୁନ୍ଦରତା ଅଧିକ ମହତ୍ତ୍ୱ ରଖେ ଏବଂ ଆମେ ସମସ୍ତେ ଏହି ସୁନ୍ଦରତା ବଢ଼ାଇପାରିବା (ସଜା୦୪-ଇଂ ୧୨/୨୨ ପୃ ୯ ¶୨-୫)

ଚିତ୍ରଗୁଡ଼ିକ: ୧. ଜଣେ ଭଉଣୀ କଷ୍ଟରେ ଥିବା ଅନ୍ୟ ଏକ ଯୁବା ଭଉଣୀକୁ ସାନ୍ତ୍ୱନା ଦେଉଛନ୍ତି । ୨. ଜଣେ ଯୁବା ଭାଇ ଅନ୍ୟ ଏକ ବୃଦ୍ଧ ଭାଇଙ୍କ ସହ ପ୍ରଚାର କରୁଛନ୍ତି ଏବଂ ଯୁବା ଭାଇ ଖୁସିର ସହ ତାଙ୍କୁ ସାହାଯ୍ୟ କରୁଛନ୍ତି ।

ନିଜକୁ ପଚାରନ୍ତୁ, ‘ଅନ୍ୟମାନଙ୍କର କେଉଁ ଗୁଣଗୁଡ଼ିକ ମତେ ଅଧିକ ଭଲ ଲାଗେ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ପଗୀ ୩:୫—‘ଯିରୂଶାଲମର କନ୍ୟାଗଣଙ୍କଠାରୁ’ କାହିଁକି “କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ” ନିଆଗଲା ? (ପ୍ର୦୬-ହି ୧୨/୧ ପୃ ୪ ¶୪)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ପଗୀ ୪:୧-୧୬ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲରୁ ଶିଖିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୬ ପଏଣ୍ଟ ନଂ. ୪)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣଙ୍କୁ କହନ୍ତୁ ସେ କିପରି ନିଜ ଭାଷାରେ jw.org ୱେବସାଇଟ୍‌ରୁ ତଥ୍ୟ ଖୋଜିପାରିବେ । (ଲୋକଙ୍କୁ ପ୍ରେମ ପାଠ ୪ ପଏଣ୍ଟ ନଂ. ୩)

୬. ଭାଷଣ

(୫ ମି.) ପବିତ୍ର ଶାସ୍ତ୍ର ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର ୧୩୧ (ହିନ୍ଦୀ)—ବିଷୟ: ମେକ୍‌ଅପ୍‌ କରିବା ଏବଂ ଗହଣା ପିନ୍ଧିବା ବିଷୟରେ ବାଇବଲରେ କʼଣ କୁହାଯାଇଛି ? (ଶିଖାଇବା ଅଧ୍ୟୟନ ୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୩୬

୭. କେବଳ ପ୍ରଭୁଙ୍କଠାରେ ବିବାହ କର (ଆଦି ୨୮:୨)

(୮ ମି.)

ଭିଡିଓ ଦେଖାନ୍ତୁ ।

୮. କʼଣ ଆପଣ ଭଲ ଜୀବନସାଥୀ ହୋଇପାରିବେ ?

(୭ ମି.) ଆଲୋଚନା ।

ଯଦି ଆପଣ ବାହା ହେବା ପାଇଁ ଭାବୁଛନ୍ତି, ତାହେଲେ ଆପଣ ନିଜର ଜୀବନସାଥୀଠାରେ କେଉଁ ଗୁଣଗୁଡ଼ିକ ଦେଖିବା ପାଇଁ ଚାହିଁବେ ? କʼଣ ସେହି ଗୁଣଗୁଡ଼ିକ ଆପଣଙ୍କଠାରେ ବି ଅଛି ? ହୁଏତ ଜଣେ ଖ୍ରୀଷ୍ଟିୟାନ ନିଜକୁ ବହୁତ ଭଲ ଦେଖାଇବା ପାଇଁ ଚେଷ୍ଟା କରିବ, କିନ୍ତୁ ସେ ପ୍ରକୃତରେ କିପରି ବ୍ୟକ୍ତି ଅଟେ ତାହା ଶୀଘ୍ର ହିଁ ଜଣାପଡ଼ିଯିବ । ବିଭିନ୍ନ ପରିସ୍ଥିତିରେ ସେ ଯେପରି ବ୍ୟବହାର କରେ, ସେଥିରୁ ଜଣାପଡ଼ିଯିବ ଯେ ସେ ପ୍ରକୃତରେ କିପରି ବ୍ୟକ୍ତି ଅଟେ ।

ବସ୍‌ରେ ଜଣେ ଭଉଣୀ ଅନ୍ୟ ଏକ ବୃଦ୍ଧା ସ୍ତ୍ରୀଙ୍କୁ ନିଜ ସିଟ୍‌ରେ ବସିବା ପାଇଁ କହୁଛନ୍ତି ।
ଜଣେ ଭାଇ ନିର୍ମାଣ ଜାଗାରୁ ବାହାରିବା ସମୟରେ ନିଜ ସହ କାମ କରୁଥିବା ବ୍ୟକ୍ତିକୁ ଗୋଟିଏ ଟ୍ରାକ୍ଟ ଦେଉଛନ୍ତି ।
ଦୁଇଜଣ ଭାଇ ଏବଂ ଦୁଇଜଣ ଭଉଣୀ ପ୍ରଚାର କରୁଛନ୍ତି । ସେମଧ୍ୟରୁ ଜଣେ ଭାଇ, ଭଉଣୀମାନଙ୍କୁ କେଉଁଠି ପ୍ରଚାର କରିବାର ଅଛି ସେବିଷୟରେ ଭଲଭାବେ ବୁଝାଉଛନ୍ତି ।

ତଳେ ଯେଉଁ ଗୁଣଗୁଡ଼ିକ ଦିଆଯାଇଛି, ତାହା ଏପରି ଖ୍ରୀଷ୍ଟିୟାନଙ୍କଠାରେ ଥାଏ ଯାହାଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ରହିଛି । ପ୍ରତ୍ୟେକ ଗୁଣ ସହ ଜଡ଼ିତ ଗୋଟିଏ ପଦ ଲେଖନ୍ତୁ ଏବଂ ନିଜକୁ ଯାଞ୍ଚ କରନ୍ତୁ ଯେ କʼଣ ଆପଣଙ୍କୁ ବି ଏହି ଗୁଣ ବଢ଼ାଇବାର ଅଛି ।

  • ଯିହୋବାଙ୍କୁ ପ୍ରେମ କରିବା ଏବଂ ତାଙ୍କ ଉପରେ ବିଶ୍ୱାସ କରିବା

  • ଘରର ଭଲ ମୁଖିଆ ହେବା କିମ୍ବା ସ୍ୱାମୀଙ୍କର ଅଧୀନରେ ରହିବା

  • ପ୍ରେମ ଯୋଗୁଁ ତ୍ୟାଗ କରିବା ଏବଂ ନିଜଠୁ ଅଧିକ ଅନ୍ୟମାନଙ୍କ ବିଷୟରେ ଭାବିବା

  • ଭାବିଚିନ୍ତି କାମ କରିବା, ସଠିକ୍‌ ଦୃଷ୍ଟିକୋଣ ରଖିବା ଏବଂ ଆଦର କରିବା

  • ପରିଶ୍ରମୀ ହେବା ଏବଂ ମନଦେଇ କାମ କରିବା

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୩୪-୩୫

ଶେଷ ଟିପ୍ପଣୀ (୩ ମି.) | ଗୀତ ୪୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ