ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଜାନୁୟାରୀ ପୃଷ୍ଠା ୩୨
  • ଅଧ୍ୟୟନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ପ୍ରାୟ ସମାନ ଲେଖା
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଜାନୁୟାରୀ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

କʼଣ ଆପଣଙ୍କୁ ଭାଇଭଉଣୀମାନଙ୍କ ଜୀବନ କାହାଣୀଗୁଡ଼ିକ ପଢ଼ିବା ପସନ୍ଦ ଅଛି ?

ଜଣେ ସ୍ୱାମୀ ସ୍ତ୍ରୀ ପ୍ରତିଦିନ ସକାଳେ ଗୋଟିଏ ଜୀବନ କାହାଣୀ ପଢ଼ନ୍ତି, ସେମାନେ କହନ୍ତି, “ଏଗୁଡ଼ିକୁ ପଢ଼ି ଆମକୁ ବହୁତ ଖୁସି ଓ ଉତ୍ସାହ ମିଳେ । ଅଲଗା ଅଲଗା ଭାଇଭଉଣୀମାନଙ୍କ କାହାଣୀଗୁଡ଼ିକ ପଢ଼ିକି ଆମେ ଜାଣିପାରିଲୁ ଯେ କୌଣସି ବି କଠିନ ପରିସ୍ଥିତିରେ ମଧ୍ୟ ଆମେ ବିଶ୍ୱସ୍ତ ରହିପାରିବା ।” ଆଉ ଜଣେ ଭଉଣୀ ଲେଖନ୍ତି, “ଏହି ଜୀବନ କାହାଣୀଗୁଡ଼ିକ ବହୁତ ବଢ଼ିଆ ଥାଏ ଓ ଏଗୁଡ଼ିକୁ ପଢ଼ି ବହୁତ ସାହସ ଓ ସାନ୍ତ୍ୱନା ମିଳେ । ଆଉ କିଛି ଜୀବନ କାହାଣୀର ହୃଦୟ ଉପରେ ଗଭୀର ପ୍ରଭାବ ପଡ଼େ । ଯେବେ ମୁଁ ଦେଖେ ଯେ ଭାଇଭଉଣୀମାନଙ୍କ ପାଖରେ ବଞ୍ଚିବାର ଉଦ୍ଦେଶ୍ୟ ଅଛି, ତେବେ ମୋତେ ବି ଇଚ୍ଛା ହୁଏ ଯେ ମୁଁ ଯିହୋବାଙ୍କର ଅଧିକ ସେବା କରେ ଓ ନିଜ ପିଲାମାନଙ୍କୁ ମଧ୍ୟ ପୂର୍ଣ୍ଣ ସମୟର ସେବା କରିବା ପାଇଁ ପ୍ରୋତ୍ସାହନ ଦିଏ ।”

ଜୀବନ କାହାଣୀଗୁଡ଼ିକ ପଢ଼ିକି ଆପଣଙ୍କୁ ବି ପ୍ରୋତ୍ସାହନ ମିଳିବ ଯେ ଆପଣ ବଢ଼ିଆ ଲକ୍ଷ୍ୟ ରଖନ୍ତୁ, ନିଜ ଦୁର୍ବଳତାଗୁଡ଼ିକ ଉପରେ କାବୁ ପାଆନ୍ତୁ ଓ ଖୁସି ଖୁସି ସମସ୍ୟାଗୁଡ଼ିକର ସାମନା କରନ୍ତୁ । ଆପଣ ଏହି କାହାଣୀଗୁଡ଼ିକ କେଉଁଠି ପଢ଼ିପାରିବେ ?

  • jw.org କିମ୍ବା JW ଲାଇବ୍ରେରୀରେ “ଯିହୋବାଙ୍କ ସାକ୍ଷୀମାନଙ୍କ ଜୀବନ କାହାଣୀ” ଖୋଜନ୍ତୁ କିମ୍ବା ଏହି ନାମର ଲେଖାଗୁଡ଼ିକ ପଢ଼ନ୍ତୁ ।

  • ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀ କିମ୍ବା ୱାଚଟାୱର ଲାଇବ୍ରେରୀରେ “ଯିହୋବାଙ୍କ ସାକ୍ଷୀମାନଙ୍କ ଜୀବନ କାହାଣୀ” ଖୋଜନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ