ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ମାର୍ଚ୍ଚ ପୃଷ୍ଠା ୩୨
  • ଅଧ୍ୟୟନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧ୍ୟୟନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • “ନୂଆ କʼଣ ଅଛି” ଭାଗ କିପରି ବ୍ୟବହାର କରିବା ?
  • JW ଲାଇବ୍ରେରୀ
  • JW.ORG
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ପରିବାର ଲୋକଙ୍କ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?
    ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା?
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ମାର୍ଚ୍ଚ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

“ନୂଆ କʼଣ ଅଛି” ଭାଗ କିପରି ବ୍ୟବହାର କରିବା ?

ଯାହା ବି ନୂଆ ଲେଖା ଓ ଭିଡିଓଗୁଡ଼ିକ ଆସେ, ସେଗୁଡ଼ିକ JW ଲାଇବ୍ରେରୀ ଓ jw.org ୱେବସାଇଟ୍‌ରେ “ନୂଆ କʼଣ ଅଛି” ଭାଗରେ ମିଳିବ । ଆପଣ ଏହି ଭାଗରେ ନୂଆ ଲେଖା ଓ ଭିଡିଓଗୁଡ଼ିକୁ ଦେଖିବା ପାଇଁ କʼଣ କରିପାରିବେ ?

JW ଲାଇବ୍ରେରୀ

  • ଯେବେ “ଆଉ କିଛି ବିଷୟ” ଭାଗରେ ସିରିଜ୍‌ର କୈଣସି ନୂଆ ଲେଖା ପ୍ରକାଶିତ କରାଯାଏ, ତେବେ ତାହା ସେହି ସିରିଜ୍‌ ସହିତ ହିଁ ଆସେ । ତେଣୁ ଯେବେ “ନୂଆ କʼଣ ଅଛି” ଭାଗରେ କୌଣସି ସିରିଜ୍‌ ଦେଖାଯାଏ, ତେବେ ଆପଣ ତାହାକୁ ଡାଉନଲୋଡ୍‌ କରିପାରିବେ । ତାହାକୁ ଖୋଲିବା ପରେ ଯଦି ଆପଣ “ତାରିଖ” ଉପରେ କ୍ଲିକ୍‌ କରିବେ, ତେବେ ନୂଆ ଲେଖା ସବୁଠୁ ପ୍ରଥମେ ଆସିବ ଯାହା ଆପଣ ପଢ଼ିପାରିବେ ।

  • ପତ୍ରିକାଗୁଡ଼ିକ ଭଳି ବଡ଼ ପ୍ରକାଶନଗୁଡ଼ିକୁ ହୁଏତ ଆପଣ ଥରେ ହିଁ ପୂରା ପଢ଼ିପାରିବେନି । ଏପରି ପ୍ରକାଶନଗୁଡ଼ିକୁ ଆପଣ “ମନପସନ୍ଦ ତଥ୍ୟ” (Favorites) ଭାଗରେ ରଖିପାରିବେ, ଯାହାଦ୍ୱାରା ଆପଣ ସେଗୁଡ଼ିକୁ ସହଜରେ ଖୋଜିପାରିବେ ଓ ଆପଣ ଯେଉଁଠୁ ପଢ଼ିବା ବନ୍ଦ କରିଥିଲେ ସେଇଠୁ ଆଗକୁ ପଢ଼ିପାରିବେ । ପୂରା ପଢ଼ିବା ପରେ ଆପଣ ସେଗୁଡ଼ିକୁ “ମନପସନ୍ଦ ତଥ୍ୟ” ଭାଗରୁ କାଢ଼ିପାରିବେ ।

JW.ORG

କିଛି ସୂଚନା, ଯେପରି କିଛି ଖବର ଓ ଘଟଣା, କେବଳ jw.org ୱେବସାଇଟ୍‌ରେ ହିଁ ଆସେ, JW ଲାଇବ୍ରେରୀରେ ନୁହେଁ । ତେଣୁ ଏବେ ଏବେ ଆସିଥିବା ଲେଖା ପଢ଼ିବା ପାଇଁ ମଝି ମଝିରେ jw.org ୱେବସାଇଟ୍‌ରେ “ନୂଆ କʼଣ ଅଛି” ଭାଗରେ ଲଗାତାର ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ