ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ମେ ପୃଷ୍ଠା ୩୨
  • ଅନୁସନ୍ଧାନ ପାଇଁ ପରାମର୍ଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନୁସନ୍ଧାନ ପାଇଁ ପରାମର୍ଶ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଦିଆଯାଇଥିବା ଅନୁସନ୍ଧାନ କରିବା ପାଇଁ ପ୍ରକାଶନ
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ‘ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ରାଜ୍ୟଘରର ଲାଇବ୍ରେରୀରୁ ଆମେ କିପରି ଲାଭ ପାଇପାରିବା ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ମେ ପୃଷ୍ଠା ୩୨

ଅନୁସନ୍ଧାନ ପାଇଁ ପରାମର୍ଶ

ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଦିଆଯାଇଥିବା ଅନୁସନ୍ଧାନ କରିବା ପାଇଁ ପ୍ରକାଶନ

ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଅନୁସନ୍ଧାନ କରିବା ପାଇଁ ଯେଉଁ ପ୍ରକାଶନ ଦିଆଯାଇଛି, ସେଥିରୁ ଆପଣ ଅନେକ ବିଷୟର ତଥ୍ୟ ନେଇପାରିବେ । ଏହି ପ୍ରକାଶନଗୁଡ଼ିକ ହେଉଛି, ଶବ୍ଦାବଳୀ ଓ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ । କିଛି ଭାଷାଗୁଡ଼ିକରେ ଇନସାଇଟ୍‌ ଓନ ଦା ସ୍କ୍ରିପଚରସ୍‌ ଓ ୱାଚଟାୱର ପବ୍ଲିକେଶନ୍‌ ଇଣ୍ଡେକ୍ସ ମଧ୍ୟ ଉପଲବ୍ଧ ଅଛି ।

ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଦିଆଯାଇଥିବା ଖୋଜନ୍ତୁ ବକ୍ସର ସାହାଯ୍ୟରେ ଆପଣ ଏହି ପ୍ରକାଶନଗୁଡ଼ିକରେ ଦିଆଯାଇଥିବା ତଥ୍ୟ ପଢ଼ିପାରିବେ । ଯେବେ ଆପଣ ଖୋଜନ୍ତୁ ବକ୍ସରେ କୌଣସି ଶବ୍ଦ ଟାଇପ୍‌ କରିବା ଆରମ୍ଭ କରିବେ, ତେବେ ଆପଣଙ୍କୁ ବକ୍ସର ତଳେ ସେହି ଶବ୍ଦ ସହ ଜଡ଼ିତ ଅନେକ ଶବ୍ଦ ଦେଖାଯିବ । ସେଥିରୁ ଯେଉଁ ଶବ୍ଦ ଏହି ପ୍ରକାଶନଗୁଡ଼ିକରେ ଆସିଥିବ, ସେଗୁଡ଼ିକର ଆଗରେ “ବିଷୟ” ଲେଖାଥିବ ।

କରିକି ଦେଖନ୍ତୁ: ଖୋଜନ୍ତୁ ବକ୍ସ (କ) ଭିତରେ “ଯିହୋବା” ଟାଇପ୍‌ କରିବା ଆରମ୍ଭ କରନ୍ତୁ । ବକ୍ସ ତଳେ ଯେଉଁ ଶବ୍ଦ ଦେଖାଯାଉଛି, ସେମଧ୍ୟରୁ “ଯିହୋବା” ଶବ୍ଦ ଉପରେ କ୍ଲିକ୍‌ କରନ୍ତୁ ଯାହା ଆଗରେ “ବିଷୟ” ଲେଖାଅଛି (ଖ) । ଏବେ ଆପଣଙ୍କୁ ଅନୁସନ୍ଧାନର ପ୍ରକାଶନଗୁଡ଼ିକରେ ଏବିଷୟରେ ଦିଆଯାଇଥିବା ତଥ୍ୟ ଦେଖାଯିବ ।

“ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ” ଦିଆଯାଇଥିବା ଖୋଜନ୍ତୁ ବକ୍ସ । ଯେଉଁଠି “କ” ଲେଖାଅଛି, ସେଠାରେ ଖୋଜନ୍ତୁ ବକ୍ସରେ କୌଣସି ଶବ୍ଦ ଟାଇପ୍‌ କରାଯାଇପାରିବ । ଖୋଜନ୍ତୁ ବକ୍ସରେ କୌଣସି ଶବ୍ଦ ଟାଇପ୍‌ କରିବା ମାତ୍ରେ ତଳକୁ ବହୁତଗୁଡ଼ିଏ ଶବ୍ଦ ଦେଖାଯାଏ । କିଛି ଶବ୍ଦ ଆଗରେ “ବିଷୟ” ଲେଖା ହୋଇଥାଏ, ଯାହାକୁ “ଖ” ଭାବେ ସୂଚୀତ କରି ଦେଖାଇ ଦିଆଯାଇଛି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ