ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g19 ସଂ ୧ ପୃଷ୍ଠା ୧୬
  • କʼଣ ଆପଣ କେବେ ଭାବିଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ କେବେ ଭାବିଛନ୍ତି ?
  • ସଜାଗ ହୁଅ !—୨୦୧୯
  • ପ୍ରାୟ ସମାନ ଲେଖା
  • JW.ORG ୱେବସାଇଟ୍‌ର ମୂଖ୍ୟ ପେଜ୍‌ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?
    ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା?
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଆମ ୱେବ୍‌ସାଇଟ୍‌ରେ କʼଣ ମିଳିପାରିବ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆହୁରି ଦେଖନ୍ତୁ
ସଜାଗ ହୁଅ !—୨୦୧୯
g19 ସଂ ୧ ପୃଷ୍ଠା ୧୬

କʼଣ ଆପଣ କେବେ ଭାବିଛନ୍ତି ?

ଜଣେ ବାପା ଓ ପୁଅ ମିଶି jw.org ରୁ କିଛି ଦେଖୁଛନ୍ତି
  • ଯଦି ଈଶ୍ୱର ଆମକୁ ଭଲ ପାଆନ୍ତୁ, ତାହେଲେ ସେ କାହିଁକି ହଜାର ହଜାର ବର୍ଷରୁ ଦୁଷ୍ଟତା ଓ ଦୁଃଖକଷ୍ଟକୁ ରହିବାକୁ ଦେଇଛନ୍ତି ?

  • ଆମେ କିପରି ଭରସା କରିପାରିବା ଯେ ଦିନେ ଦୁଷ୍ଟତା ଶେଷ ହୋଇଯିବ ?

  • ଆମେ କିପରି ଜାଣୁ ଯେ ବାଇବଲରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଯାହା ବି ଲେଖାହୋଇଛି, ତାହା ନିଶ୍ଚୟ ପୂରା ହେବ ?

  • କʼଣ ବାଇବଲର ପରାମର୍ଶକୁ ମାନିଲେ ମୋତେ କୌଣସି ଲାଭ ହେବ ?

ଆମ ସୃଷ୍ଟିକର୍ତ୍ତା ଆମକୁ ପ୍ରେମ କରନ୍ତି । ସେଥିପାଇଁ ସେ ବାଇବଲରେ ଏହିସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଛନ୍ତି । ଏବିଷୟରେ ଆପଣ ଆମ ୱେବସାଇଟ୍‌ www.jw.orgରେ ଯାଇ ପଢ଼ିପାରିବେ । ଏହି ୱେବସାଇଟ୍‌ରେ ବାଇବଲର ଶିକ୍ଷାଗୁଡ଼ିକ ମିଳେ ।

ଏହି ୱେବସାଇଟ୍‌ରେ ଅନେକ ଲେଖା, ଅଡିଓ ରେକର୍ଡିଙ୍ଗ୍‌, ଭିଡିଓ, ଇଣ୍ଟରଭ୍ୟୁ, ଅଭ୍ୟାସ, ବହିପତ୍ରିକା ଓ ବାଇବଲ ଉପଲବ୍ଧ ଅଛି । ଏଠାରେ ସବୁକିଛି ମାଗଣାରେ ମିଳେ ଆଉ ଆପଣଙ୍କୁ କୌଣସି କଥା ପାଇଁ ବାଧ୍ୟ କରାଯିବ ନାହିଁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ