ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୧୬
  • JW.ORG ୱେବସାଇଟ୍‌ର ମୂଖ୍ୟ ପେଜ୍‌ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • JW.ORG ୱେବସାଇଟ୍‌ର ମୂଖ୍ୟ ପେଜ୍‌ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • କʼଣ ଆପଣ କେବେ ଭାବିଛନ୍ତି ?
    ସଜାଗ ହୁଅ !—୨୦୧୯
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—JW.ORG ୱେବ୍‌ସାଇଟ୍‌ ବ୍ୟବହାର କରିବାରେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୧୬
jw.org ୱେବସାଇଟ୍‌ର ମୂଖ୍ୟ ପେଜ୍‌ରେ ଅଲଗା ଅଲଗା ଭାଷାରେ ଦିଆଯାଇଥିବା ଲେଖାଗୁଡ଼ିକର ଚିତ୍ର ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

JW.ORG ୱେବସାଇଟ୍‌ର ମୂଖ୍ୟ ପେଜ୍‌ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦିଅନ୍ତୁ

ଆମ ୱେବସାଇଟ୍‌ର ମୂଖ୍ୟ ପେଜ୍‌ରେ ଦିଆଯାଇଥିବା ଏପରି ଲେଖା ଓ ଭିଡିଓ ପ୍ରସ୍ତୁତ କରାଯାଏ, ଯାହା ଭଲ ମନ ରଖୁଥିବା ଲୋକମାନଙ୍କ ପାଇଁ ଥାଏ । (ପ୍ରେରି ୧୩:୪୮) ଏହି ଲେଖା ଓ ଭିଡିଓ ପ୍ରାୟ ଏପରି ବିଷୟଗୁଡ଼ିକ ଉପରେ ଆଧାରିତ ଥାଏ, ଯାହା ଖବରଗୁଡ଼ିକରେ ଆସେ କିମ୍ବା ଯାହା ବିଷୟରେ ଲୋକମାନେ ଭାବୁଥାନ୍ତି କିମ୍ବା କଥା ହେଉଥାନ୍ତି ।

ଆମେ jw.org ୱେବସାଇଟ୍‌ର ମୂଖ୍ୟ ପେଜ୍‌ର ବ୍ୟବହାର କରି ଅନ୍ୟମାନଙ୍କୁ ସାକ୍ଷ୍ୟ ଦେଇପାରିବା । ତାʼ ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

  • ମଝି ମଝିରେ ୱେବସାଇଟ୍‌ର ମୂଖ୍ୟ ପେଜ୍‌ ଦେଖନ୍ତୁ । ଧ୍ୟାନ ଦିଅନ୍ତୁ ଯେ ମୂଖ୍ୟ ପେଜ୍‌ ଉପରେ ଓ “ମୁଖ୍ୟାଂଶ” ଭାଗରେ କେଉଁ କେଉଁ ଲେଖା ଓ ଭିଡିଓ ଦିଆଯାଇଛି । ତାʼପରେ ଭାବନ୍ତୁ ଯେ ଆପଣ ଏହି ଲେଖା ଓ ଭିଡିଓ ସେହି ଲୋକମାନଙ୍କୁ କିପରି ଦେଖାଇପାରିବେ, ଯେଉଁ ଲୋକମାନେ ଆମ ସନ୍ଦେଶ ଉପରେ ଆଗ୍ରହ ଦେଖାନ୍ତି । (ଏବେ ଏବେ ମୂଖ୍ୟ ପେଜ୍‌ରେ ଆହୁରି କʼଣ କʼଣ ଦିଆଯାଇଥିଲା, ତାହା ଜାଣିବା ପାଇଁ “ଅନ୍ୟଗୁଡ଼ିକୁ ଦେଖନ୍ତୁ” ଭାଗ ଉପରେ କ୍ଲିକ୍‌ କରନ୍ତୁ ।) ମଝି ମଝିରେ ୱେବସାଇଟ୍‌ର ମୂଖ୍ୟ ପେଜ୍‌ ଦେଖିବା ଯୋଗୁଁ ଆପଣ ନୂଆ ନୂଆ ଉପାୟରେ ଲୋକମାନଙ୍କୁ ସାକ୍ଷ୍ୟ ଦେଇପାରିବେ ।

  • ମୂଖ୍ୟ ପେଜ୍‌ରେ ଦିଆଯାଇଥିବା ଲେଖା ଓ ଭିଡିଓଗୁଡ଼ିକର ବ୍ୟବହାର କରି ଲୋକମାନଙ୍କ ସହ କଥା ହୁଅନ୍ତୁ । ଅନେକଥର ମୂଖ୍ୟ ପେଜ୍‌ରେ ଯେଉଁ ବିଷୟଗୁଡ଼ିକ ଉପରେ ସୂଚନା ଦିଆଯାଇଥାଏ, ସେଥିରୁ ଆମେ ଜାଣିପାରୁ ଯେ ଆମ ଅଞ୍ଚଳର ଲୋକମାନେ କʼଣ ଭାବୁଛନ୍ତି ।

  • ଲୋକମାନଙ୍କୁ ମୂଖ୍ୟ ପେଜ୍‌ ଦେଖାନ୍ତୁ । “ଆପଣଙ୍କୁ ଏମଧ୍ୟରୁ ଯେଉଁ ବିଷୟ ପସନ୍ଦ, ତାହା ଦେଖନ୍ତୁ” ଭାଗରେ କୌଣସି ଗୋଟିଏ ବିଷୟ ଉପରେ କଥା ହୁଅନ୍ତୁ । ତାʼପରେ ଦେଖାନ୍ତୁ ଯେ ସେମାନେ ସେହି ବିଷୟରେ ସୂଚନା କିପରି ଖୋଜିପାରିବେ ।

  • ଲିଙ୍କ ପଠାନ୍ତୁ । କିଛି ଲୋକ ହୁଏତ ଆମ ସନ୍ଦେଶ ଉପରେ ଆଗ୍ରହ ଦେଖାଇବେ, କିନ୍ତୁ ସାମନାରେ ମିଶି କଥା ହେବା ପାଇଁ ଚାହିଁବେନି । ତଥାପି ସେମାନେ ହୁଏତ ଆମ ୱେବସାଇଟ୍‌କୁ ଯିବା ପାଇଁ ପ୍ରସ୍ତୁତ ଥିବେ । ଏପରି ଲୋକମାନଙ୍କୁ ନିଶ୍ଚିନ୍ତ ହୋଇ ମୂଖ୍ୟ ପେଜ୍‌ କିମ୍ବା ତାʼ ଉପରେ ଆଧାରିତ କୌଣସି ଲେଖା କିମ୍ବା ଭିଡିଓର ଲିଙ୍କ ପଠାନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ