ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୩
  • ଆମ ଶକ୍ତି, ଆଶା ଓ ଭରସା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମ ଶକ୍ତି, ଆଶା ଓ ଭରସା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଖାସ୍‌ ସମ୍ପତ୍ତି
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଧଳାକେଶର ସୌନ୍ଦର୍ଯ୍ୟ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • କିପରି ଅନୁଭବ କର ?
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୩

ଗୀତ ୩

ଆମ ଶକ୍ତି, ଆଶା ଓ ଭରସା

(ହିତୋପଦେଶ ୧୪:୨୬)

  1. ୧. ଯିହୋବା, ଦେଇଛ ଆମକୁ,

    ଅଦ୍ଭୁତ ଏ ଆଶା ।

    ସଭିଁଙ୍କୁ ଦେଉ ଖବର

    ହୋଇ ଆଗ୍ରହର ।

    ସମସ୍ୟା ଆସେ ଯେବେ ଘେରି,

    ଭାଙ୍ଗି ପଡ଼ୁ ଯେ ଡରି ।

    ସାହସ ହରା ମୁଁ ଯେବେ

    ଶିଥିଳ ମୁଁ ତେବେ

    (ଘୋଷା)

    ତୁମଠାରୁ ପାଉ ଶକ୍ତି,

    ଭରସା,

    ପୂରା କର ଆମ ଆଶା ।

    ଶିଖାଉ ସତ୍ୟ ଆମେ

    ବିନା ଡରି

    ଅଛି ବିଶ୍ୱାସ ତୁମଠି ।

  2. ୨. ମୋ ହୃଦେ ଦିଅ ତୋରି ମନ,

    ଭୁଲିବିନି କେବେ;

    ଆସେ ଯେବେ ଝଡ଼ ଝଞ୍ଜା,

    ସମ୍ଭାଳୁଛ ତୁମେ ।

    ବିଶ୍ୱସ୍ତଙ୍କୁ କରି ସ୍ମରଣ,

    ପାଉ ଶକ୍ତି ଓ ଗୁଣ ।

    ସାହସେ ଦେଉ ତୋ ସାକ୍ଷ୍ୟ,

    ତୁମେ ମୋର ପକ୍ଷ ।

    (ଘୋଷା)

    ତୁମଠାରୁ ପାଉ ଶକ୍ତି,

    ଭରସା,

    ପୂରା କର ଆମ ଆଶା ।

    ଶିଖାଉ ସତ୍ୟ ଆମେ

    ବିନା ଡରି

    ଅଛି ବିଶ୍ୱାସ ତୁମଠି ।

(ଗୀତ. ୭୨:୧୩, ୧୪; ହିତୋ. ୩:୫, ୬, ୨୬; ଯିରି. ୧୭:୭ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ