ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୪୦
  • ଆମେ କାହାର ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମେ କାହାର ?
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • କʼଣ ଆପଣ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ଅଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ସେ ତୁମକୁ ଶକ୍ତିଶାଳୀ କରିବେ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଶୁଣି ଅନୁକରଣ କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ବଜାୟ ରଖିବା ବିଶ୍ୱାସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୪୦

ଗୀତ ୪୦

ଆମେ କାହାର ?

(ରୋମୀୟ ୧୪:୮)

  1. ୧. ସେବକ କାହା ତୁ ?

    ମାନୁ କାହାର ଆଜ୍ଞା ?

    ଜାଣ ଯେ ସେ ହିଁ ତୋ ଈଶ୍ୱର,

    ଯାହାର କଥାରେ ଚାଲୁ

    କରିବୁ ନାହିଁ ଯେ

    ଦୁଇ ପ୍ରଭୁଙ୍କ ସେବା

    ଶେଷରେ ବାଛିବୁ, ତୋ ଈଶ୍ୱର

    ଦେବୁ ହୃଦୟ ତାଙ୍କୁ

  2. ୨. ସେବକ କାହା ତୁ ?

    ମାନୁ କାହାର ଆଜ୍ଞା ?

    ଜଣେ ଯେ ସତ୍ୟ, ଜଣେ ମିଥ୍ୟା

    ବାଛିବୁ କାହାକୁ ଭାବ !

    ଜଗତ ରାଜାଙ୍କୁ

    କରିବା କି ବିଶ୍ୱାସ ?

    ଈଶ୍ୱରଙ୍କ ଆଦେଶ ମାନିଲେ

    ପାଉ ଖୁସି ସେବାରେ

  3. ୩. ସେବକ ତୋର ମୁଁ

    ମାନେ ଯିହୋବାଙ୍କୁ ମୁଁ ।

    ପ୍ରତିଜ୍ଞା କଲି ଯିହୋବାଙ୍କୁ

    କରିବି ସଂକଳ୍ପବଦ୍ଧ

    ଭାରି ମୂଲ୍ୟ ଦେଇ

    ମୋତେ ଯେ କିଣିଛ

    ବଞ୍ଚିବି ମୁଁ ଯିହୋବାଙ୍କ ପାଇଁ

    ଗାଇବି ଗୁଣଗାନ

(ଯିହୋ. ୨୪:୧୫; ଗୀତ. ୧୧୬:୧୪, ୧୮; ୨ ତୀମ. ୨:୧୯ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ