ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୪୭
  • ପ୍ରତିଦିନ କଥା ହୁଏ ଯିହୋବା ସାଥେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରତିଦିନ କଥା ହୁଏ ଯିହୋବା ସାଥେ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାର୍ଥନା—ଏକ ବଡ଼ ସମ୍ମାନ
    ବାଇବଲ ଆମକୁ କʼଣ ଶିଖାଏ?
  • ଯିହୋବା ଆମ କଥା ଶୁଣନ୍ତି କି?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ପ୍ରାର୍ଥନା ଦ୍ୱାରା ଯିହୋବାଙ୍କ ନିକଟକୁ ଆସନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୪୭

ଗୀତ ୪୭

ପ୍ରତିଦିନ କଥା ହୁଏ ଯିହୋବା ସାଥେ

(୧ ଥେସଲନୀକୀୟ ୫:୧୭)

  1. ୧. ଡାକିବା ଯେ ଆମେ ପ୍ରତିଦିନ,

    ଯିହୋବା ଦେଲ ଏହି ସମ୍ମାନ ।

    ମନଖୋଲି କଥା କହିପାରୁ,

    ଏମିତିକା ପ୍ରିୟ ବନ୍ଧୁ ଯେ ତୁ ।

    କରେ କଥା ତୋ ସହ ।

  2. ୨. ଧନ୍ୟବାଦ ଏ ଜୀବନ ପାଇଁ ।

    ମଣିଷ ଆମେ ଧୂଳି ସଦୃଶ,

    କରୁଣାମୟ ଯେ କର କ୍ଷମା ।

    ତେଣୁ କରେ ମୁଁ ଅନ୍ୟକୁ କ୍ଷମା,

    କରେ କଥା ତୋ ସହ ।

  3. ୩. ଝଡ଼ ବତାସେ ଡରିବିନି ମୁଁ ।

    ଆଶ୍ରୟ ନେବି ମୁଁ ତୋ ଛାମୁରେ ।

    ଯିହୋବା ସାଥେ ମିଳେ ସାହସ,

    କରୁଣାମୟ ପିତା ମୋହର ।

    କରେ କଥା ତୋ ସହ ।

(ଗୀତ. ୬୫:୫; ମାଥି. ୬:୯-୧୩; ୨୬:୪୧; ଲୂକ ୧୮:୧ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ