ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୫୬
  • ସତ୍ୟକୁ ନିଜର କର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସତ୍ୟକୁ ନିଜର କର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସର୍ବଦା ଆନନ୍ଦ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଅନନ୍ତ ଜୀବନର ପ୍ରତିଜ୍ଞା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୫୬

ଗୀତ ୫୬

ସତ୍ୟକୁ ନିଜର କର

(ହିତୋପଦେଶ ୩:୧, ୨)

  1. ୧. ସତ୍ୟ ପଥଠୁ ଭଲ ପଥ ନା ଆଉ,

    କର ଯିହୋବା ଯାହା କହେ ।

    ଆମ ପାଇଁ ଯେ କେହି କରିବେ ନାହିଁ,

    କରିବାକୁ ହେବ ନିଜେ ।

    (ଘୋଷା)

    ପଥ ସତ୍ୟର,

    ହେବାନି ବାଟବଣା ।

    ପ୍ରତି ମୂହୂର୍ତ୍ତ,

    ଚାଲିଲେ ପଥେ,

    ପାଇବା ଆମେ ଖୁସି ।

  2. ୨. ଯାହା ଲଗାଉ ଶକ୍ତି ଓ ସମୟ ବି

    ସହୃଦୟ ତାଙ୍କ ସେବାରେ,

    ଯିହୋବାଙ୍କଠୁ ପୁରସ୍କାର ପାଇବା

    କଳ୍ପନା ବାହାରେ ଯାହା

    (ଘୋଷା)

    ପଥ ସତ୍ୟର,

    ହେବାନି ବାଟବଣା ।

    ପ୍ରତି ମୂହୂର୍ତ୍ତ,

    ଚାଲିଲେ ପଥେ,

    ପାଇବା ଆମେ ଖୁସି ।

  3. ୩. ଆମେ ସନ୍ତାନ ଛୋଟ, ବଡ଼ ତୁମରି

    ବଞ୍ଚିବା କଷ୍ଟ ତୋର ବିନା

    କଥା ଶୁଣିଲେ, ଯିହୋବାଙ୍କୁ ଜାଣିଲେ

    ବରଷାଇବେ ଆଶିଷ ।

    (ଘୋଷା)

    ପଥ ସତ୍ୟର,

    ହେବାନି ବାଟବଣା ।

    ପ୍ରତି ମୂହୂର୍ତ୍ତ,

    ଚାଲିଲେ ପଥେ,

    ପାଇବା ଆମେ ଖୁସି ।

(ଗୀତ. ୨୬:୩; ହିତୋ. ୮:୩୫; ୧୫:୩୧; ଯୋହ. ୮:୩୧, ୩୨ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ