ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୫୦
  • ଯିହୋବାଙ୍କ ନିକଟରେ ପାଇବା ସୁରକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ନିକଟରେ ପାଇବା ସୁରକ୍ଷା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ସଭାରେ ଆଶିଷ ଦିଅ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରଭୁଙ୍କ ରାଜ୍ୟକୁ ପ୍ରାଥମିକତା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ଆମ ବଳ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୫୦

ଗୀତ ୧୫୦

ଯିହୋବାଙ୍କ ନିକଟରେ ପାଇବା ସୁରକ୍ଷା

(ସିଫନୀୟ ୨:୩)

  1. ୧. ରାଷ୍ଟ୍ର ଏକ ହୋଇ,

    ବିରୁଦ୍ଧ ଯୀଶୁଙ୍କର ।

    ଯିହୋବାଙ୍କର ଆଦେଶ,

    ଯୁଦ୍ଧ ହେବ ଆରମ୍ଭ ।

    ଜଗତର ରାଜା,

    ବିନାଶ ହୋଇଯିବେ ।

    ଈଶ୍ୱରଙ୍କ ରାଜ୍ୟ ଆସିବ,

    ଆଉ ହେବନି ଡେରି ।

    (ଘୋଷା)

    ଯିହୋବା ଦେବେ ସୁରକ୍ଷା,

    ଆସିବ ଯେବେ ପରୀକ୍ଷା ।

    ଚାଲିବା ଯେବେ,

    ନ୍ୟାୟର ପଥେ,

    ତେବେ ପିତା ସମ୍ଭାଳିବେ ।

    ନେବା ଈଶ୍ୱରଙ୍କ ପକ୍ଷ,

    ଥିବା ବିଶ୍ୱସ୍ତ ।

  2. ୨. କମ୍‌ ଅଛି ସମୟ,

    ଲୋକେ ନିଅ ନିର୍ଣ୍ଣୟ ।

    ଯେବେ ଶୁଣାଉ ସନ୍ଦେଶ,

    କହିବେ ହଁ କି ନାହିଁ ।

    କଷ୍ଟ ଆସେ ସତ !

    ହେବାନି କେବେ ଭୀତ ।

    ଯିହୋବା କରିବେ ସବଳ,

    ତାଙ୍କର ଅତି ବଳ ।

    (ଘୋଷା)

    ଯିହୋବା ଦେବେ ସୁରକ୍ଷା,

    ଆସିବ ଯେବେ ପରୀକ୍ଷା ।

    ଚାଲିବା ଯେବେ,

    ନ୍ୟାୟର ପଥେ,

    ତେବେ ପିତା ସମ୍ଭାଳିବେ ।

    ନେବା ଈଶ୍ୱରଙ୍କ ପକ୍ଷ,

    ଥିବା ବିଶ୍ୱସ୍ତ ।

(୧ ଶାମୁ. ୨:୯; ଗୀତ. ୨:୨, ୩, ୯; ହିତୋ. ୨:୮; ମାଥି. ୬:୩୩ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ