ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୭
  • ଯିହୋବା ଆମ ବଳ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଆମ ବଳ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ମୋ ଗୁହାରି ଶୁଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବାଙ୍କ ନିକଟରେ ପାଇବା ସୁରକ୍ଷା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ତୁମ ନାଁ ଉଚ୍ଚ କରିବା !
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୭

ଗୀତ ୭

ଯିହୋବା ଆମ ବଳ

(ଯିଶାଇୟ ୧୨:୨)

  1. ୧. କୋମଳ ମାଟିର ମଣିଷ ମୁଁ ।

    ଯିହୋବା ତୋ ବଳେ ଦୃଢ଼ ହୁଏ ।

    ସାକ୍ଷ୍ୟ ଦେବୁ ଆମେ ସାକ୍ଷୀ ତୋର,

    ଶୁଣୁ ବା ନ ଶୁଣୁ ଏ ଜଗତ ।

    (ଘୋଷା)

    ପିତା ତୁ ବଳ ତୁ ମୋର ଶକ୍ତି,

    କହିବା ତୋ ନାଁ ଦିନ ରାତି ।

    ତୁ ମୋ ଦୁର୍ଗ ତୁହିଁ ବଳବାନ !

    ଶକତେ ତୋ କରେ ଅଭିମାନ ।

  2. ୨. ଜୀବନ ମୋ ଅନ୍ଧାରରେ ଥିଲା,

    ସତ୍ୟର ଦୀପ ତୁମେ ଜାଳିଲ ।

    ଦୀପର ପ୍ରକାଶେ ଚାଲୁଥିବା,

    ତୋ ରାଇଜେ ରହିବା ସର୍ବଦା ।

    (ଘୋଷା)

    ପିତା ତୁ ବଳ ତୁ ମୋର ଶକ୍ତି,

    କହିବା ତୋ ନାଁ ଦିନ ରାତି ।

    ତୁ ମୋ ଦୁର୍ଗ ତୁହିଁ ବଳବାନ !

    ଶକତେ ତୋ କରେ ଅଭିମାନ ।

  3. ୩. ମାନିବୁ ସଦା କଥା ତୋହରି,

    ଦୁଷ୍ଟ ନିନ୍ଦାରେ ଧ୍ୟାନ ଦେବାନି ।

    ଚାଲି ଯାଏ ଏ ଜୀବନ ପଛେ,

    କରିବା ତୋ ନାଁ ପ୍ରଶଂସା ସଦା ।

    (ଘୋଷା)

    ପିତା ତୁ ବଳ ତୁ ମୋର ଶକ୍ତି,

    କହିବା ତୋ ନାଁ ଦିନ ରାତି ।

    ତୁ ମୋ ଦୁର୍ଗ ତୁହିଁ ବଳବାନ !

    ଶକତେ ତୋ କରେ ଅଭିମାନ ।

(୨ ଶାମୁ. ୨୨:୩; ଗୀତ. ୧୮:୨; ଯିଶା. ୪୩:୧୨ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ