ନିର୍ଭୀକ ହୁଅ!
ଗୀତସଂହିତା ୧୩୮:୩
ସକାଳ କାର୍ଯ୍ୟକ୍ରମ
୯:୩୦ ସଂଗୀତ
୯:୪୦ ଗୀତ ସଂ. ୭୩ ଏବଂ ପ୍ରାର୍ଥନା
୯:୫୦ ଯିହୋବା ଆମକୁ ସାହସ ଦିଅନ୍ତି
୧୦:୦୫ ପରିଚର୍ଚ୍ଚା: ନିର୍ଭୀକ ହୁଅନ୍ତୁ . . .
ହନୋକଙ୍କ ଭଳି
ମୋଶାଙ୍କ ଭଳି
ଯିହୋଶାଫଟ୍ଙ୍କ ଭଳି
ପିତରଙ୍କ ଭଳି
୧୧:୦୫ ଗୀତ ସଂ. ୬୯ ଏବଂ ଘୋଷଣା
୧୧:୧୫ ପ୍ରଚାର ସେବା ପାଇଁ ନିଜ ସାହସ ବାନ୍ଧନ୍ତୁ
୧୧:୩୦ ସମର୍ପଣ ଭାଷଣ
୧୨:୦୦ ଗୀତ ସଂ. ୪୮
ଦ୍ୱିପହର କାର୍ଯ୍ୟକ୍ରମ
୧:୧୦ ସଂଗୀତ
୧:୨୦ ଗୀତ ସଂ. ୬୩ ଏବଂ ପ୍ରାର୍ଥନା
୧:୩୦ ବାଇବଲ ଆଧାରିତ ଜନ ଭାଷଣ: ସତ୍ୟ ଉପାସନାରେ ଅଟଳ ରହନ୍ତୁ
୨:୦୦ ପ୍ରହରୀଦୁର୍ଗର ସାରାଂଶ
୨:୩୦ ଗୀତ ସଂ. ୭୬ ଏବଂ ଘୋଷଣା
୨:୪୦ ପରିଚର୍ଚ୍ଚା: ଯେତେବେଳେ ଚାପ ଆସେ ଯୀଶୁଙ୍କ ଭଳି ନିର୍ଭୀକ ହୁଅନ୍ତୁ
ପରିବାରରେ
ସ୍କୁଲରେ
କାମ କରିବା ଜାଗାରେ
ସମାଜରେ
୩:୪୦ ଆପଣଙ୍କ ସାହସ ପାଇଁ ଆପଣଙ୍କୁ “ମହା ପୁରସ୍କାର” ଦିଆଯିବ
୪:୧୫ ଗୀତ ସଂ. ୧୧୯ ଏବଂ ପ୍ରାର୍ଥନା