କʼଣ ଏବେ ଯାଏ ଆପଣ ଯାହା ଶିଖିଲେ ତାହା ଆପଣଙ୍କୁ ଭଲ ଲାଗିଲା ?
କʼଣ ଆପଣ ଈଶ୍ୱରଙ୍କଠାରୁ ଆହୁରି ଶିଖିବାକୁ ଚାହାନ୍ତି ?
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ ନାମକ ବହିରେ ଆପଣ ଆହୁରି ଅଧିକ ଶିଖିପାରିବେ ।
ଏହି ବହି ପାଇଁ କିମ୍ବା ଅଧିକ ଶିଖିବା ପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡ଼ିବ ନାହିଁ । ଆପଣଙ୍କୁ ବାଇବଲ ଶିଖାଇବା ପାଇଁ ଆମକୁ ବହୁତ ଭଲ ଲାଗିବ । ଆପଣଙ୍କ ଉପଯୁକ୍ତ ସମୟ ଓ ସ୍ଥାନରେ ଆମେ ଆପଣଙ୍କୁ ସାକ୍ଷାତ କରିପାରିବା ।
ଏପରି କଲେ ଆପଣ ଅନେକ ବିଷୟରେ ଶିଖିପାରିବେ, ଯେପରି:
ମଣିଷମାନଙ୍କୁ କାହିଁକି ସୃଷ୍ଟି କରାଯାଇଛି ?
ଆମେ ମନର ଶାନ୍ତି କିପରି ପାଇବା ?
ଆମ ପରିବାର ସୁଖୀ କିପରି ହୋଇପାରିବ ?
ଈଶ୍ୱର ଭବିଷ୍ୟତ ବିଷୟରେ କʼଣ କହନ୍ତି ?
ଯଦି ଆପଣଙ୍କୁ ଏହି ବହି ଦରକାର ଏବଂ ଆପଣ ଶିଖିବା ଜାରି ରଖିବାକୁ ଚାହାନ୍ତି, ତାହେଲେ କୌଣସି ଯିହୋବାଙ୍କ ସାକ୍ଷୀଙ୍କୁ ପଚାରନ୍ତୁ କିମ୍ବା jw.org/or ୱେବସାଇଟ୍ରେ ଯାଇ ଫର୍ମ ଭରନ୍ତୁ ।