ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ନଭେମ୍ବର ପୃଷ୍ଠା ୪
  • ନିଜ ଭୁଲ୍‌ଗୁଡ଼ିକରୁ ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ଭୁଲ୍‌ଗୁଡ଼ିକରୁ ଶିଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ଯୂନସ ବହିରୁ ଆମେ କʼଣ ଶିଖିପାରିବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯିହୋବା ଯୂନସଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ନଭେମ୍ବର ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଓବଦୀୟ ୧–ଯୂନସ ୪

ନିଜ ଭୁଲ୍‌ଗୁଡ଼ିକରୁ ଶିଖନ୍ତୁ

ଯୂନସଙ୍କ ସହିତ ଯାହା ଘଟିଲା, ସେଥିରୁ ଆମେ ଶିଖୁ ଯେ ଆମେ ଯେତେବେଳେ କିଛି ଭୁଲ୍‌ କରୁ, ଯିହୋବା ଆମକୁ ପରିତ୍ୟାଗ କରନ୍ତି ନାହିଁ। କିନ୍ତୁ, ସେ ଚାହାନ୍ତି ଯେ ଆମେ ନିଜ ଭୁଲ୍‌ଗୁଡ଼ିକରୁ ଶିଖୁ ଏବଂ ଜରୁରୀ ପରିବର୍ତ୍ତନ କରୁ।

ଯୂନ ୧:୩

ଯେତେବେଳେ ଯୂନସଙ୍କୁ ଯିହୋବାଙ୍କଠାରୁ ଏକ ଦାୟିତ୍ୱ ମିଳିଲା, ସେ କʼଣ ଭୁଲ୍‌ କଲେ?

ଯାଫୋରୁ ତର୍ଶୀଶକୁ ଯିବା ପାଇଁ ସାମୁକ ପଥ

ଯୂନ ୨:୧-୧୦

ଯୂନସ କʼଣ ପ୍ରାର୍ଥନା କଲେ ଏବଂ ଯିହୋବା ତାଙ୍କୁ କିପରି ଉତ୍ତର ଦେଲେ?

ଯୂନସ ସମୁ କୂଳରେ ର୍ଥନା କରୁଛନ୍ତି

ଯୂନ ୩:୧-୩

ଯୂନସ କିପରି ଦେଖାଇଲେ ଯେ ସେ ନିଜ ଭୁଲ୍‌ଗୁଡ଼ିକରୁ ଶିଖିଲେ?

ଯାଫୋରୁ ନୀନିବୀ ଯିବା ପାଇଁ ପଥ
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ