ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମେ ପୃଷ୍ଠା ୬
  • ଯିହୋବା ଆପଣଙ୍କୁ ସାହସ ଦେବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଆପଣଙ୍କୁ ସାହସ ଦେବେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୧୮-୨୦୧୯ ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ—ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ନିର୍ଭୀକ ହୁଅ!
    ୨୦୧୮-୨୦୧୯ ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ—ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ସାହସର ସହ ପ୍ରଚାର କରନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଦିଅ ନିର୍ଭୟର ବରଦାନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମେ ପୃଷ୍ଠା ୬

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ଆପଣଙ୍କୁ ସାହସ ଦେବେ

ଆପଣ ଜଣେ ଯିହୋବାଙ୍କ ସାକ୍ଷୀ ବୋଲି ସ୍କୁଲରେ ଅନ୍ୟମାନଙ୍କୁ ଜଣାଇବାରେ କେବେ ଭୟ କରିଛନ୍ତି କି? ଯଦି ହଁ, ତେବେ ଆପଣ ପ୍ରଚାର କରିବା ପାଇଁ କିପରି “ସାହସ” ପାଇପାରିବେ? (୧ଥେସ ୨:୨) ଆପଣ ବିନା ଭୟରେ ପ୍ରଚାର କାହିଁକି କରିବା ଉଚିତ୍‌? ଯିହୋବା ଆପଣଙ୍କୁ ସାହସ ଦେବେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଆଗକୁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  1. ୧. ବାଇବଲରେ ଥିବା କାହାର ଉଦାହରଣରୁ ରିଙ୍କି ସାହସ ପାଇଲା?

  2. ୨. ପ୍ରଚାର କରିବା ପାଇଁ ପ୍ରସ୍ତୁତି କରିବା ଯୋଗୁଁ ରିଙ୍କିକୁ କିପରି ସାହାଯ୍ୟ ମିଳିଲା?

  3. ୩. ଆପଣଙ୍କ ସହିତ ପଢ଼ୁଥିବା ପିଲାମାନଙ୍କୁ ଆପଣ କାହିଁକି ପ୍ରଚାର କରିବା ଉଚିତ୍‌?

  4. ୪. ହୁଏତ ଆପଣଙ୍କ ସ୍କୁଲ ପାଠପଢ଼ା ସରିଯାଇଛି, ତଥାପି ଏହି ଭିଡିଓରୁ ଆପଣ କʼଣ ଶିଖିଲେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ