ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁନ୍‌ ପୃଷ୍ଠା ୨
  • ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଆପଣ ଅତ୍ୟାଚାରର ସାମନା କରିପାରିବେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯିହୋବା କିପରି ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁନ୍‌ ପୃଷ୍ଠା ୨

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରନ୍ତୁ

ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଏକ ଉତ୍ତମ ଉଦାହରଣ ରଖିଯାଇଛନ୍ତି। ବିଶେଷତଃ, ଯେତେବେଳେ ଆମ ଜୀବନରେ ପରୀକ୍ଷା ଆସେ କିମ୍ବା ଆମେ ଅତ୍ୟାଚାରର ସାମନା କରୁ, ଆମେ ତାହାଙ୍କୁ ଅନୁକରଣ କରିବା ଉଚିତ୍‌। (୧ପିତ ୨:୨୧-୨୩) ଯଦିଓ ଯୀଶୁଙ୍କୁ ନିନ୍ଦା କରାଗଲା, ତଥାପି ସେ କେବେ ମଧ୍ୟ ତାʼର ପ୍ରତିଶୋଧ ନେଲେ ନାହିଁ। ଏପରିକି ଦୁଃଖଭୋଗ କରିବା ସମୟରେ ମଧ୍ୟ ସେ ଶାନ୍ତ ରହିଲେ। (ମାର୍କ ୧୫:୨୯-୩୨) ଧୈର୍ଯ୍ୟର ସହିତ ଏସବୁ ସହ୍ୟ କରିବାରେ ତାହାଙ୍କୁ କʼଣ ସାହାଯ୍ୟ କଲା? ସେ ଯିହୋବାଙ୍କ ଇଚ୍ଛା ପୂରଣ କରିବା ପାଇଁ ଦୃଢ଼ ସଂକଳ୍ପ କରିଥିଲେ। (ଯୋହ ୬:୩୮) ସେ “ଆପଣା ସମ୍ମୁଖସ୍ଥ ଆନନ୍ଦ” ପ୍ରତି ନିଜ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କଲେ।—ଏବ୍ରୀ ୧୨:୨.

ଯେତେବେଳେ ଆମ ବିଶ୍ୱାସ ଯୋଗୁଁ ଆମ ପ୍ରତି ଦୁର୍ବ୍ୟବହାର କରାଯାଏ, ଆମେ କିପରି ପ୍ରତିକ୍ରିୟା ଦେଖାଉ? ପ୍ରକୃତ ଖ୍ରୀଷ୍ଟିୟାନମାନେ “ମନ୍ଦ ବଦଳରେ କାହାରି ମନ୍ଦ” କରନ୍ତି ନାହିଁ। (ରୋମୀ ୧୨:୧୪, ୧୭) ଯୀଶୁ ଧୈର୍ଯ୍ୟର ସହିତ ଅତ୍ୟାଚାର ଓ କଷ୍ଟସବୁ ସହ୍ୟ କଲେ। ଯଦି ଆମେ ତାହାଙ୍କୁ ଅନୁକରଣ କରିବା, ତେବେ ଆମ ଉପରେ ଯିହୋବାଙ୍କର ମଞ୍ଜୁରି ଅଛି ବୋଲି ଆମେ ଆନନ୍ଦ କରିପାରିବା।—ମାଥି ୫:୧୦-୧୨; ୧ପିତ ୪:୧୨-୧୪.

ଯିହୋବାଙ୍କ ନାମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ତାʼପରେ ଆଗକୁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନିଃସଙ୍ଗ କାରାବାସରେ ଥିବା ବେଳେ ଭଉଣୀ ପଟ୍‌ଜିଙ୍ଗର୍‌a ନିଜ ସମୟର କିପରି ସଠିକ୍‌ ଉପଯୋଗ କଲେ?

  • ବିଭିନ୍ନ ବନ୍ଦୀ ଶିବିରରେ ଥିବା ବେଳେ ଭାଇ ଓ ଭଉଣୀ ପଟ୍‌ଜିଙ୍ଗର୍‌ କେଉଁ କେଉଁ ଅତ୍ୟାଚାର ଓ କଷ୍ଟସବୁ ଧୈର୍ଯ୍ୟର ସହିତ ସହ୍ୟ କଲେ?

  • ଧୈର୍ଯ୍ୟର ସହିତ ଏସବୁ ସହ୍ୟ କରିବାରେ ସେମାନଙ୍କୁ କʼଣ ସାହାଯ୍ୟ କଲା?

[ଷ୍ଠାରେ କ୍ୟାପସନ୍‌ ୨]

ଅତ୍ୟାଚାର ଓ କଷ୍ଟ ସହିବା ବେଳେ ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରନ୍ତୁ

a ଏହି ନାମକୁ ପଏଟ୍‌ଜିଙ୍ଗର୍‌ ବୋଲି ମଧ୍ୟ ଉଚ୍ଚାରଣ କରାଯାଏ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ