ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୧୩
  • ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଆପଣ ଅତ୍ୟାଚାରର ସାମନା କରିପାରିବେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୧୩
“ଆମେ ଖୁସିରେ ରହିପାରିବା . . . ତାନା ସତ୍ତ” ନାମକ ଭିଡିଓର ଦୃଶ୍ୟ । ଚିତଗୁକ: କନଷ୍ଟାନ୍‌ଟିନ ବାଝେନଭ ଜେଲ୍‌ରେ ୧. ବାଇବଲ ପଛନ୍ତି । ୨. ର୍ଥନା କରୁଛନ୍ତି । ୩. ରାଜ୍ୟ ଗୀତ ଗାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅତ୍ୟାଚାର ସହୁଥିବା ବେଳେ ବି ଖୁସି ରହନ୍ତୁ

ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ତାଙ୍କ ଉପରେ ଅତ୍ୟାଚାର କରାଯିବ । (ଯୋହ ୧୫:୨୦) ଆଉ ଯେବେ ଏପରି ହୁଏ, ତେବେ ଚିନ୍ତା ତ ଲାଗେ ଓ ହୁଏତ ଆମକୁ କିଛି ସମସ୍ୟାଗୁଡ଼ିକର ସାମନା କରିବାକୁ ବି ପଡ଼େ । କିନ୍ତୁ ଏପରି ଅତ୍ୟାଚାର ସମୟରେ ବି ଆମେ ଖୁସିରେ ରହିପାରିବା, ଯଦି ଆମେ ଧୈର୍ଯ୍ୟର ସହ ତାʼର ସାମନା କରିବା ।—ମାଥି ୫:୧୦-୧୨; ୧ପିତ ୨:୧୯, ୨୦.

ଆମେ ଖୁସିରେ ରହିପାରିବା . . . ତାଡ଼ନା ସତ୍ତ୍ୱେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

ଭାଇ ବାଝେନଭଙ୍କ ଅନୁଭୂତିରୁ ଆପଣ ଆଗକୁ ଦିଆଯାଇଥିବା କଥାଗୁଡ଼ିକ ବିଷୟରେ କʼଣ ଶିଖିଲେ?

  • ପ୍ରତିଦିନ ବାଇବଲ ପଢ଼ିବା

  • ଭାଇଭଉଣୀମାନଙ୍କଠାରୁ ମିଳୁଥିବା ସାହାଯ୍ୟa

  • ଲଗାତାର ପ୍ରାର୍ଥନା କରିବା

  • ରାଜ୍ୟ ଗୀତ ଗାଇବା

  • ନିଜ ବିଶ୍ୱାସ ବିଷୟରେ ଲୋକମାନଙ୍କ ସହ କଥା ହେବା

a ଆମେ ଜେଲରେ ବନ୍ଦୀ ଥିବା ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିପାରିବା । ଏପରିକି ଆମେ ତାଙ୍କ ନାମ ଧରିକି ମଧ୍ୟ ପ୍ରାର୍ଥନା କରିପାରିବା । କିନ୍ତୁ ଶାଖା କାର୍ଯ୍ୟାଳୟ ପାଇଁ ଏହା ସମ୍ଭବ ନୁହେଁ ଯେ ସେ ଆମ ଚିଠିଗୁଡ଼ିକୁ ଏପରି ଭାଇଭଉଣୀମାନଙ୍କୁ ପଠାଇବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ