ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୫
  • “ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ‘ସୁସ୍ଥିର ହୁଅ ଓ ଯିହୋବା କିପ୍ରକାରେ ଉଦ୍ଧାର କରିବେ ତାହା ଦେଖ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୫
ଯୀଶୁ ନିଜ ରିତମାନଙ୍କର ପାଦ ଧୋଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୩-୧୪

“ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”

୧୩:୫, ୧୨-୧୫

ଯୀଶୁ ଖ୍ରୀଷ୍ଟ ନିଜ ପ୍ରେରିତମାନଙ୍କର ପାଦ ଧୋଇ ସେମାନଙ୍କୁ ଶିଖାଇଲେ ଯେ ସେମାନେ ନମ୍ର ହେବା ଉଚିତ୍‌ ଏବଂ ନିଜ ଭାଇମାନଙ୍କ ପାଇଁ ଛୋଟରୁ ଛୋଟ କାମ ମଧ୍ୟ କରିବା ଉଚିତ୍‌ ।

ମୁଁ କିପରି ନମ୍ରତା ଦେଖାଇପାରିବି ଯେତେବେଳେ . . .

  • ଦୁଇ ଜଣ ଭଉଣୀଙ୍କ ମଧରେ ମତାନ୍ତର ହୋଇଛି

    କାହାରି ସହିତ ମତାନ୍ତର କିମ୍ବା ଯୁକ୍ତିତର୍କ ହୋଇଯାଏ?

  • ଜଣେ ଭାଇ ଅନ୍ୟ ଏକ ଭାଇଙ୍କୁ ଅନୁଶାସନ ଦେଉଛନ୍ତି

    ମତେ ପରାମର୍ଶ କିମ୍ବା ଅନୁଶାସନ ଦିଆଯାଏ?

  • ଭାଇଭଉଣୀମାନେ ରାଜ୍ୟଘରର ସଫେଇ କରୁଛନ୍ତି

    ରାଜ୍ୟଘରର ସଫେଇ କିମ୍ବା ମରାମତି କରିବା ଆବଶ୍ୟକ ହୁଏ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ