ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମେ ପୃଷ୍ଠା ୭
  • ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • “ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଆପଣ ଅତ୍ୟାଚାରର ସାମନା କରିପାରିବେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯୀଶୁଙ୍କ ଶେଷ ଭୋଜ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମେ ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧୩-୧୪

ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ

ଯେତେବେଳେ କଠିନ ସମସ୍ୟା ଆସିଲା, ଶିଷ୍ୟମାନେ କାହିଁକି ଭୟ କଲେ?

୧୪:୨୯, ୩୧

  • ଶିଷ୍ୟମାନେ ନିଜ ଉପରେ ଅତ୍ୟଧିକ ଭରସା କରିବାକୁ ଲାଗିଲେ। ଏପରିକି ପିତର ଭାବିଲେ ଯେ ଅନ୍ୟ ଶିଷ୍ୟମାନଙ୍କଠାରୁ ସେ ଅଧିକ ବିଶ୍ୱସ୍ତ ରହିବେ

୧୪:୩୨, ୩୭-୪୧

  • ସେମାନେ ଜାଗି ରହିଲେ ନାହିଁ ଏବଂ ଲଗାତାର ପ୍ରାର୍ଥନା କଲେ ନାହିଁ

ଯୀଶୁଙ୍କ ପୁନରୁତ୍ଥାନ ପରେ ପ୍ରେରିତମାନଙ୍କୁ ମଣିଷ ଭୟର ଫାନ୍ଦରୁ ଦୂରେଇ ରହିବା ଏବଂ ବିରୋଧ ସତ୍ତ୍ୱେ ଲଗାତାର ପ୍ରଚାର କରିବାରେ କʼଣ ସାହାଯ୍ୟ କଲା?

୧୩:୯-୧୩

  • ଶିଷ୍ୟମାନେ ଯୀଶୁଙ୍କ ସର୍ତକବାଣୀକୁ ହୃଦୟର ସହିତ ଗ୍ରହଣ କରିଥିଲେ। ତେଣୁ, ଯେତେବେଳେ ସେମାନଙ୍କୁ ଅତ୍ୟାଚାର କରାଗଲା ସେମାନେ ତାକୁ ସାମନା କରିପାରିଲେ

  • ସେମାନେ ଯିହୋବାଙ୍କୁ ପ୍ରାର୍ଥନା କଲେ ଏବଂ ତାହାଙ୍କ ଉପରେ ଭରସା ରଖିଲେ।—ପ୍ରେରି ୪:୨୪, ୨୯.

କେଉଁ କେଉଁ ପରିସ୍ଥିତିରେ ଆମକୁ ସାହସର ଆବଶ୍ୟକ ହୋଇପାରେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ