ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୧
  • ପ୍ରଚାର କରିବାର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବାର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ●○○ ପ୍ରଥମ ସାକ୍ଷାତ
  • ○●○ ପ୍ରଥମ ପୁନଃସାକ୍ଷାତ
  • ○○● ଦ୍ୱିତୀୟ ପୁନଃସାକ୍ଷାତ
  • ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୩ ମାର୍ଚ୍ଚ–୧୯ ଏପ୍ରିଲ୍‌):
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୧
ଦକ୍ଷିଣ ଆକାରେ ଜଣେ ଭାଇ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଭିଡିଓ ଦେଖାଉଛନ୍ତି

ଦକ୍ଷିଣ ଆଫ୍ରିକାରେ ଜଣେ ଭାଇ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଭିଡିଓ ଦେଖାଇ ଶିଖାଉଛନ୍ତି

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଈଶ୍ୱର ମଣିଷମାନଙ୍କୁ କାହିଁକି ସୃଷ୍ଟି କଲେ?

ପଦ: ଆଦି ୧:୨୮

ଆର ଥରକୁ: ଆମେ କିପରି ଜାଣୁ ଯେ ଈଶ୍ୱର ନିଜ ଉଦ୍ଦେଶ୍ୟ ନିଶ୍ଚୟ ପୂରଣ କରିବେ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଆମେ କିପରି ଜାଣୁ ଯେ ଈଶ୍ୱର ନିଜ ଉଦ୍ଦେଶ୍ୟ ନିଶ୍ଚୟ ପୂରଣ କରିବେ?

ପଦ: ଯିଶା ୫୫:୧୧

ଆର ଥରକୁ: ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବା ପରେ ଆମ ଜୀବନ କିପରି ହେବ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ ହେବା ପରେ ଆମ ଜୀବନ କିପରି ହେବ?

ପଦ: ଗୀତ ୩୭:୧୦, ୧୧

ଆର ଥରକୁ: ଏପରି ଜୀବନ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ?

ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୩ ମାର୍ଚ୍ଚ–୧୯ ଏପ୍ରିଲ୍‌):

ଆମେ ଏକ ବିଶେଷ କାର୍ଯ୍ୟକ୍ରମକୁ ଆପଣଙ୍କୁ ନିମନ୍ତ୍ରଣ କରୁଛୁ । ଏ ନିମନ୍ତ୍ରଣ ପତ୍ର ଆପଣଙ୍କ ପାଇଁ । ଆସନ୍ତା ୧୯ ଏପ୍ରିଲ୍‌, ଶୁକ୍ରବାର ଦିନ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ଏକତ୍ରିତ ହେବେ । ଆମ ଅଞ୍ଚଳରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସମୟ ଓ ସ୍ଥାନ ଏ ନିମନ୍ତ୍ରଣ ପତ୍ରରେ ଦିଆଯାଇଛି । ଏହାର ଠିକ୍‌ ସଯ୍ତାହେ ପୂର୍ବରୁ ଏକ ଭାଷଣ ଶୁଣିବା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ, ଯାହାର ବିଷୟ ହେଉଛି— “ପ୍ରକୃତ ଜୀବନ ପାଇବା ପାଇଁ ପରିଶ୍ରମ କରନ୍ତୁ!”

ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ