ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୧
  • ପ୍ରଚାର କରିବାର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବାର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ●○○ ପ୍ରଥମ ସାକ୍ଷାତ
  • ○●○ ପ୍ରଥମ ପୁନଃସାକ୍ଷାତ
  • ○○● ଦ୍ୱିତୀୟ ପୁନଃସାକ୍ଷାତ
  • ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୩ ମାର୍ଚ୍ଚ–୧୯ ଏପ୍ରିଲ୍‌):
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • କଥାବାର୍ତ୍ତା କିପରି କରିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୧
ଏକ ଦମ୍ପତି ଜଣେ ବ୍ୟକ୍ତିଙ୍କୁ ରକକୁ ଗତ କରୁଛନ୍ତି

ସ୍ମାରକକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ସ୍ୱାଗତ କରାଯାଉଛି

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କିଏ ଥିଲେ ?

ପଦ: ମାଥି ୧୬:୧୬

ଆର ଥରକୁ: ଯୀଶୁ କାହିଁକି ନିଜ ଜୀବନ ଦେଲେ ?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁ କାହିଁକି ନିଜ ଜୀବନ ଦେଲେ ?

ପଦ: ମାଥି ୨୦:୨୮

ଆର ଥରକୁ: ଯୀଶୁଙ୍କ ବଳିଦାନ ପ୍ରତି ଆମେ ନିଜ କୃତଜ୍ଞତା କିପରି ଦେଖାଇପାରିବା ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁଙ୍କ ବଳିଦାନ ପ୍ରତି ଆମେ ନିଜ କୃତଜ୍ଞତା କିପରି ଦେଖାଇପାରିବା ?

ପଦ: ଯୋହ ୧୭:୩

ଆର ଥରକୁ: ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ କʼଣ ହୁଏ ?

ସ୍ମାରକ ନିମନ୍ତ୍ରଣ ଅଭିଯାନ (୨୩ ମାର୍ଚ୍ଚ–୧୯ ଏପ୍ରିଲ୍‌):

ଆମେ ଏକ ବିଶେଷ କାର୍ଯ୍ୟକ୍ରମକୁ ଆପଣଙ୍କୁ ନିମନ୍ତ୍ରଣ କରୁଛୁ। ଏ ନିମନ୍ତ୍ରଣ ପତ୍ର ଆପଣଙ୍କ ପାଇଁ। ଆସନ୍ତା ୧୯ ଏପ୍ରିଲ୍‌, ଶୁକ୍ରବାର ଦିନ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରିବା ପାଇଁ ଏକତ୍ରିତ ହେବେ। ଆମ ଅଞ୍ଚଳରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସମୟ ଓ ସ୍ଥାନ ଏ ନିମନ୍ତ୍ରଣ ପତ୍ରରେ ଦିଆଯାଇଛି। ଏହାର ଠିକ୍‌ ସଯ୍ତାହେ ପୂର୍ବରୁ ଏକ ଭାଷଣ ଶୁଣିବା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ, ଯାହାର ବିଷୟ ହେଉଛି— “ପ୍ରକୃତ ଜୀବନ ପାଇବା ପାଇଁ ପରିଶ୍ରମ କରନ୍ତୁ !”

ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ