ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୬
  • “ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଅନୁଶାସନକୁ ସହଯୋଗ କରି ପ୍ରେମ ଦେଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପରିବାରଠାରୁ ବେଶି ଯିହୋବାଙ୍କୁ ପ୍ରେମ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୬
ଜଣେ ବହିଷ୍କୃତ ମହିଳା ସଭା ପରେ ରାଜ୍ୟଘରୁ ଯାଉଛନ୍ତି; ସେ ଧନ ଦେଉଛନ୍ତି ଯେ ଭାଇଭଉଣୀମାନେ ପରସ୍ପର ସହ କିପରି ମିଶୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୪-୬

“ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”

୫:୧, ୨, ୫-୧୧, ୧୩

ଯଦିଓ ବହିଷ୍କାରର ବ୍ୟବସ୍ଥା ବହୁତ କଷ୍ଟ ଦିଏ, ତଥାପି ଏହା କାହିଁକି ଏକ ବଢ଼ିଆ ବ୍ୟବସ୍ଥା?

ବହିଷ୍କାରର ବ୍ୟବସ୍ଥା . . .

  • ଯିହୋବାଙ୍କ ପାଇଁ ପ୍ରେମ ଦେଖାଏ । ତାହାଙ୍କ ପବିତ୍ର ନାମର ମହିମା ହୁଏ ।—୧ପିତ ୧:୧୫, ୧୬

  • ମଣ୍ଡଳୀ ପାଇଁ ପ୍ରେମ ଦେଖାଏ । ମନ୍ଦ କାମଗୁଡ଼ିକରୁ ମଣ୍ଡଳୀର ରକ୍ଷା ହୁଏ ।—୧କରି ୫:୬

  • ଭୁଲ୍‌ କରିଥିବା ବ୍ୟକ୍ତି ଜଣକ ପାଇଁ ପ୍ରେମ ଦେଖାଏ । ସେ ନିଜ ଭୁଲ୍‌କୁ ହୃଦୟଙ୍ଗମ କରିପାରେ ।—ଏବ୍ରୀ ୧୨:୧୧

ବହିଷ୍କୃତ ବ୍ୟକ୍ତିଙ୍କ ପରିବାରର ଯେଉଁମାନେ ସତ୍ୟରେ ଅଛନ୍ତି, ଆପଣ କିପରି ସେମାନଙ୍କର ସାହସ ବାନ୍ଧିପାରିବେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ