ଆମେରିକାରେ ରିଲିଫ କାମ ଚାଲିଛି
ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ମୃତ୍ୟୁ ପରେ ଆମର କʼଣ ହୁଏ ?
ପଦ: ଉପ ୯:୫କ
ଆର ଥରକୁ: ଯେଉଁମାନେ ମରିଯାଇଛନ୍ତି, ସେମାନେ କʼଣ ପୁଣି ଜୀବିତ ହେବେ ?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଯେଉଁମାନେ ମରିଯାଇଛନ୍ତି, ସେମାନେ କʼଣ ପୁଣି ଜୀବିତ ହେବେ ?
ପଦ: ପ୍ରେରି ୨୪:୧୫
ଆର ଥରକୁ: ଯେତେବେଳେ ଈଶ୍ୱର ଆମ ଆତ୍ମୀୟମାନଙ୍କୁ ଜୀବିତ କରିବେ, ପୃଥିବୀର ପରିସ୍ଥିତି କିପରି ହେବ ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଯେତେବେଳେ ଈଶ୍ୱର ଆମ ଆତ୍ମୀୟମାନଙ୍କୁ ଜୀବିତ କରିବେ, ପୃଥିବୀର ପରିସ୍ଥିତି କିପରି ହେବ ?
ପଦ: ଯିଶା ୩୨:୧୮
ଆର ଥରକୁ: ଈଶ୍ୱର ପୃଥିବୀରେ ଶାନ୍ତି କିପରି ଆଣିବେ ?