ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମେ ପୃଷ୍ଠା ୬
  • “ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବା ମଙ୍ଗଳମୟ ଈଶ୍ୱର ଅଟନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବୁଝିବିଚାରି ଜୀବନସାଥୀ ବାଛନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଭଲ ପରାମର୍ଶ ମାନିବାର ଲାଭ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବେକାରିଆ ଜିନିଷଗୁଡ଼ିକଠାରୁ ଦୂରେଇ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମେ ପୃଷ୍ଠା ୬
ପାଉଲ ପିତରଙ୍କ ମୁଖରେ ଅନୁଯୋଗ କରୁଛନ୍ତି, ଅନ୍ୟମାନେ ଦେଖୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଗାଲାତୀୟ ୧-୩

“ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି”

୨:୧୧-୧୪

ଏହି ଘଟଣାରୁ ଆମେ କʼଣ ଶିଖୁ ?

  • ଆମେ ସାହସର ସହ କାମ କରିବା ଉଚିତ୍‌।—ପ୍ର୧୮.୦୩-ହି ୩୧-୩୨ ¶୧୬

  • ମଣିଷର ଭୟ ଏକ ଫାନ୍ଦ।—ଇନସାଇଟ୍‌-୨ ୫୮୭ ¶୩

  • ଯିହୋବାଙ୍କ ଲୋକେ ସିଦ୍ଧ ବା ପରିପୂର୍ଣ୍ଣ ନୁହନ୍ତି। ନେତୃତ୍ୱ ନେଉଥିବା ଭାଇମାନେ ମଧ୍ୟ ସିଦ୍ଧ ନୁହନ୍ତି।—ପ୍ର୧୦-ହି ୬/୧୫ ୧୭-୧୮ ¶୧୨

  • ଯଦି ଆମେ ଅନୁଭବ କରୁ ଯେ ଆମ ହୃଦୟରେ ଏବେ ମଧ୍ୟ ଭେଦଭାବର ଭାବନା ରହିଛି, ତେବେ ତାକୁ ମୂଳରୁ ଉପାଡ଼ିବା ପାଇଁ ଚେଷ୍ଟା ଜାରି ରଖିବା ଉଚିତ୍‌।—ପ୍ର୧୮.୦୮-ହି ୯ ¶୫

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ