ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୪
  • ବୁଝିବିଚାରି ଜୀବନସାଥୀ ବାଛନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୁଝିବିଚାରି ଜୀବନସାଥୀ ବାଛନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ମଙ୍ଗଳମୟ ଈଶ୍ୱର ଅଟନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • “ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଶଲୋମନଙ୍କ ପ୍ରାର୍ଥନା—ହୃଦୟରୁ ଓ ନମ୍ରତାର ସହ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବୁଝିବିଚାରି ଜୀବନସାଥୀ ବାଛନ୍ତୁ

ଶଲୋମନ ମୂର୍ଖ ଭଳି କାମ କଲେ । ସେ ଏପରି ସ୍ତ୍ରୀମାନଙ୍କୁ ବିବାହ କଲେ, ଯେଉଁମାନେ ମିଥ୍ୟା ଦେବାଦେବୀଙ୍କୁ ପୂଜା କରୁଥିଲେ (୧ରାଜା ୧୧:୧, ୨; ପ୍ର୧୮.୦୭-ହି ପୃ ୧୮ ¶୭)

ଶଲୋମନର ସ୍ତ୍ରୀମାନେ ତାʼ ହୃଦୟକୁ ଧିରେ ଧିରେ ଏପରି କଲେ, ଯାହାଫଳରେ ସେ ଯିହୋବାଙ୍କୁ ଛାଡ଼ିଦେଲେ (୧ରାଜା ୧୧:୩-୬; ପ୍ର୧୯.୦୧-ହି ପୃ ୧୫ ¶୬)

ଯିହୋବା ଶଲୋମନଙ୍କ ଉପରେ ବହୁତ ରାଗିଲେ (୧ରାଜା ୧୧:୯, ୧୦; ପ୍ର୧୮.୦୭-ହି ପୃ ୧୯ ¶୯)

ଚିତସମୂହ: ଜଣେ ଅବିବାହିତ ଭଉଣୀ ବ୍ୟକ୍ତିଗତ ଅଧୟନ କରୁଛନ୍ତି ଏବଂ ଜଣେ ଅବିବାହିତ ଭାଇ ବିଷୟରେ ଭାବୁଛନ୍ତି । ୧. ଭାଇ ମଣ୍ଡଳୀର ସଭାରେ ଉତ୍ତର ଦେଉଛନ୍ତି । ୨. ସେ ଲୋକମାନଙ୍କୁ ସାକ୍ଷ୍ୟ ଦେବା କାମରେ ଭାଗ ନେଉଛନ୍ତି । ୩. ସେ ରାଜ୍ୟଘରର ମରାମତି କାମରେ ସାହାଯ୍ୟ କରୁଛନ୍ତି ।

ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ କେବଳ “ପ୍ରଭୁଙ୍କଠାରେ” ବିବାହ କରନ୍ତୁ । (୧କରି ୭:୩୯) କିନ୍ତୁ ତାʼର ଅର୍ଥ ଏହା ନୁହେଁ ଯେ ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେଇଛି, ତେବେ ସେ ଆପଣଙ୍କ ପାଇଁ ଭଲ ଜୀବନସାଥୀ ହେବ । କାହାରିକୁ ବି ବିବାହ କରିବାରେ ତରବର ହୁଅନ୍ତୁ ନାହିଁ । ପ୍ରଥମେ କିଛି ସମୟ ନିଅନ୍ତୁ ଆଉ ତାକୁ ଜାଣନ୍ତୁ । ନିଜକୁ ପଚାରନ୍ତୁ, ‘କʼଣ ସେ ପ୍ରାଣପଣରେ ଯିହୋବାଙ୍କ ସେବା କରିବା ପାଇଁ ମୋତେ ସାହାଯ୍ୟ କରିବ ? କʼଣ ତାକୁ ଯିହୋବାଙ୍କ ସେବା କରିବାର କିଛି ସମୟ ହୋଇଛି ? କʼଣ ତାʼର କାମଗୁଡ଼ିକରୁ ଜଣାପଡ଼େ ଯେ ସେ ଯିହୋବାଙ୍କୁ ହୃଦୟରୁ ପ୍ରେମ କରେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ