ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୨
  • ଭଲ ପରାମର୍ଶ ମାନିବାର ଲାଭ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭଲ ପରାମର୍ଶ ମାନିବାର ଲାଭ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଆମେ କାହିଁକି ଅନ୍ୟମାନଙ୍କଠାରୁ ପରାମର୍ଶ ନେବା ଉଚିତ୍‌ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ‘ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ରାଜା ଶଲୋମନ ଗୋଟିଏ ଭୁଲ ନିଷ୍ପତ୍ତି ନେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ରାଜ୍ୟର ବିଭାଜନ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭଲ ପରାମର୍ଶ ମାନିବାର ଲାଭ

ରିହବୀୟାମ୍‌କୁ ଗୋଟିଏ ନିଷ୍ପତ୍ତି ନେବାର ଥିଲା (୨ବଂଶା ୧୦:୧-୪; ପ୍ର୧୮.୦୬-ହି ପୃ ୧୩ ¶୩)

ରିହବୀୟାମ୍‌ ଅନ୍ୟମାନଙ୍କଠାରୁ ପରାମର୍ଶ ନେଲେ (୨ବଂଶା ୧୦:୬-୧୧; ପ୍ର୦୧-ହି ୯/୧ ପୃ ୨୮-୨୯)

ରିହବୀୟାମ୍‌ ଭଲ ପରାମର୍ଶକୁ ଶୁଣିଲେନି, ତେଣୁ ତାଙ୍କୁ ଓ ତାଙ୍କ ପ୍ରଜାମାନଙ୍କୁ ଖରାପ ପରିଣାମ ଭୋଗିବାକୁ ପଡ଼ିଲା (୨ବଂଶା ୧୦:୧୨-୧୬; ଇନସାଇଟ୍‌-୨ ପୃ ୭୬୮ ¶୧)

ଜଣେ ଯୁବା ଭଉଣୀ ହୋଟେଲରେ ଜଣେ ବୃଦ୍ଧା ଭଉଣୀଙ୍କ କଥା ଧ୍ୟାନର ସହ ଶୁଣୁଛନ୍ତି ।

ବୃଦ୍ଧ ଓ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କଠାରେ ବହୁତ ଅନୁଭୂତି ଥାଏ । ତେଣୁ ଅନେକ ସମୟରେ ସେମାନଙ୍କୁ ଏହା ଅନୁଭବ ହୋଇଯାଏ ଯେ କୌଣସି ନିଷ୍ପତ୍ତିର କʼଣ ପରିଣାମ ହୋଇପାରେ ।​—ଆୟୁ ୧୨:୧୨.

ନିଜକୁ ପଚାରନ୍ତୁ: ‘ମଣ୍ଡଳୀରେ ମୋତେ କାହାଠାରୁ ଭଲ ପରାମର୍ଶ ମିଳିପାରେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ