ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୭
  • କୁଶଳୀ ପ୍ରଚାରକ ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କୁଶଳୀ ପ୍ରଚାରକ ହୁଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • କିଛି ନଷ୍ଟ ହେଲା ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଶିକ୍ଷା ଉପକରଣ ବକ୍ସର କୁଶଳତାର ସହିତ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • କାମରେ ଦଖଲ ଦିଅନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରଚାର କରିବାର ନମୁନା ।
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୭
ଜଣେ ବ୍ୟକ୍ତି କାଠ ଉପରେ କୁଶଳତାର ସହ ରନ୍ଦା ଚଲାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କୁଶଳୀ ପ୍ରଚାରକ ହୁଅନ୍ତୁ

ଜଣେ କୁଶଳୀ ବଢ଼େଇ ଜାଣେ ଯେ ଉପକରଣଗୁଡ଼ିକର କିପରି ଭଲ ଭାବେ ବ୍ୟବହାର କରାଯାଏ । ଠିକ୍‌ ସେହିପରି, ଯଦି ଜଣେ ପ୍ରଚାରକ ଶିକ୍ଷା ଉପକରଣ ବକ୍ସରେ ଥିବା ଉପକରଣଗୁଡ଼ିକର ଭଲ ଭାବେ ବ୍ୟବହାର କରି ଜାଣେ, ତେବେ ସେହି “କାର୍ଯ୍ୟକାରୀର ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ ।” (୨ତୀମ ୨:୧୫) ଆପଣ ପ୍ରଚାର ସେବାରେ ବ୍ୟବହୃତ ହେଉଥିବା ଉପକରଣଗୁଡ଼ିକ ସହ କେତେ ଭଲ ଭାବେ ପରିଚିତ, ତାହା ଯାଞ୍ଚ କରିବା ପାଇଁ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ

  • ‘ଈରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ’ ପୁସ୍ତିକାର ବାହାର ଷ୍ଠା

    ଏହି ପ୍ରକାଶନ କେଉଁମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ?—ସପୁ୧୭.୦୩-ହି ୫ ¶୧-୨

  • ବାଇବଲ ଅଧ୍ୟୟନ କରିବା ପାଇଁ ଏହାର କିପରି ବ୍ୟବହାର କରିପାରିବା ?—ରାଜ୍ୟସେବା-ହି ୭/୧୨ ୩ ¶୬

  • ବାଇବଲ ବିଦ୍ୟାର୍ଥୀଙ୍କୁ ବାପ୍ତିସ୍ମ ପାଇଁ ପ୍ରସ୍ତୁତ କରିବାକୁ ଆଉ କେଉଁ ପ୍ରକାଶନ ଆବଶ୍ୟକ ?—ରାଜ୍ୟସେବା-ହି ୭/୧୨ ୩ ¶୭

ପରମେଶ୍ୱରଙ୍କ ତରଫରୁ ଖୁସିର ଖବର  !

  • ‘ପରମେରଙ୍କ ତରଫରୁ ଖୁସିର ଖବର  !’ ପୁସ୍ତିକାର ବାହାର ଷ୍ଠା

    ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା ଅନ୍ୟ ପ୍ରକାଶନଗୁଡ଼ିକଠାରୁ ଏହା କିପରି ଭିନ୍ନ ?—ରାଜ୍ୟସେବା-ହି ୩/୧୩ ୬ ¶୩-୫

  • ଏହି ପ୍ରକାଶନକୁ ଦେବା ସମୟରେ ଆମେ କʼଣ ଚେଷ୍ଟା କରିବା ଉଚିତ୍‌ ?—ରାଜ୍ୟସେବା-ହି ୯/୧୫ ୩ ¶୧

  • ଏହି ପ୍ରକାଶନରୁ ଆପଣ ବାଇବଲ ଅଧ୍ୟୟନ କିପରି କରିପାରିବେ ?—ସପୁ୧୬.୦୧-ହି ୮

  • ଆପଣ କେତେବେଳେ ଏହି ପ୍ରକାଶନ ବଦଳରେ ବାଇବଲ ଆମକୁ କʼଣ ଶିଖାଏ ? ବହିରୁ ଅଧ୍ୟୟନ ଆରମ୍ଭ କରିପାରିବେ ?—ରାଜ୍ୟସେବା-ହି ୩/୧୩ ୯ ¶୧୦

ବାଇବଲ ଆମକୁ କʼଣ ଶିଖାଏ ?

  • ‘ବାଇବଲ ଆମକୁ କʼଣ ଶିଖାଏ’ ବହିର ବାହାର ଷ୍ଠା

    ଅଧ୍ୟାୟର ଶେଷରେ ଥିବା ‘ସାରାଂଶ’ ଓ ‘ଅଧିକ ବିବରଣୀର’ ବ୍ୟବହାର ଆମେ କିପରି କରିପାରିବା ?—ସପୁ୧୬.୧୧-ହି ୫ ¶୨-୩

ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?

  • ‘ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?’ ପୁସ୍ତିକାର ବାହାର ଷ୍ଠା

    ଆପଣ ଏହି ପ୍ରକାଶନର ବ୍ୟବହାର କେବେ କରିବେ ?—ସପୁ୧୭.୦୩-ହି ୮ ¶୧

  • ଏହି ପ୍ରକାଶନରୁ କିପରି ଆଲୋଚନା କରାଯାଇପାରିବ ?—ସପୁ୧୭.୦୩-ହି ୮, ବକ୍ସ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ