ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୨
  • କାମରେ ଦଖଲ ଦିଅନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କାମରେ ଦଖଲ ଦିଅନ୍ତୁ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଆପଣଙ୍କୁ ମନେ ଅଛି କି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଯିହୋବାଙ୍କ ସେବା ପାଇଁ ନିଜକୁ ସମର୍ପଣ କରିଦିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ କେବେ ବି ଛାଡ଼ନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସବୁ ମାମଲାରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କାମରେ ଦଖଲ ଦିଅନ୍ତୁ ନାହିଁ

ମନ୍ଦିରକୁ ପୁଣିଥରେ ତିଆରି କରାଯିବା କାମ ଉପରେ କଟକଣା ଲାଗିଥିଲା । ତଥାପି ମହାଯାଜକ ଯେଶୂୟ (ଯିହୋଶୂୟ) ଓ ରାଜ୍ୟପାଳ ସରୁବ୍ବାବିଲ (ଯିରୁବାବ୍ବିଲ) ଏହି କାମ ଆରମ୍ଭ କରାଇଲେ (ଏଜ୍ରା ୫:୧, ୨; ପ୍ର୨୨.୦୩-ହି ପୃ ୧୭ ¶୧୩)

ଯେବେ ବିରୋଧୀମାନେ ଯିହୁଦୀମାନଙ୍କୁ ପଚାରିଲେ ଯେ ସେମାନେ କାହା ଅନୁମତିରେ ଏହି କାମ କରୁଛନ୍ତି, ତେବେ ସେମାନେ କୋରସ୍‌ ରାଜାର ଆଦେଶ ବିଷୟରେ କହିଲେ (ଏଜ୍ରା ୫:୩, ୧୭; ପ୍ର୮୬-ଇଂ ୨/୧ ପୃ ୨୯, ବକ୍ସ ¶୨-୩)

ରାଜା ଯାଞ୍ଚ କରି ଜାଣିଲେ ଯେ ଯିହୁଦୀମାନେ ଠିକ୍‌ କହୁଛନ୍ତି । ତେଣୁ ସେ ବିରୋଧୀମାନଙ୍କୁ ଆଦେଶ ଦେଲେ ଯେ ସେମାନେ ମନ୍ଦିର ନିର୍ମାଣ କାମରେ ଦଖଲ ଦିଅନ୍ତୁ ନାହିଁ । (ଏଜ୍ରା ୬:୭, ୮; ପ୍ର୨୨.୦୩-ହି ପୃ ୧୫ ¶୭)

ଜଣେ ଭଉଣୀ JW ବ୍ରୋଡକାଷ୍ଟିଙ୍ଗ୍‌ କାର୍ଯ୍ୟକ୍ରମ ଦେଖୁଛନ୍ତି ଓ ଭାବୁଛନ୍ତି ଯେ ଯେଶୂୟ ଓ ସରୁବ୍ବାବିଲ କିପରି ଯିହୁଦୀମାନଙ୍କୁ ମନ୍ଦିର ନିର୍ମାଣ କାମ ବିଷୟରେ ପରାମର୍ଶ ଦେଇଥିବେ ।

ଚିନ୍ତନ ପାଇଁ: ଏହି ଘଟଣାରୁ କିପରି ଜଣାପଡ଼େ ଯେ ଆମେ ନେତୃତ୍ୱ ନେଉଥିବା ଭାଇମାନଙ୍କ ସେହି ପରାମର୍ଶଗୁଡ଼ିକୁ ବି ମାନିବା ଉଚିତ୍‌, ଯାହା ହୁଏତ ଆମକୁ ଠିକ୍‌ ଲାଗେ ନାହିଁ ?—ପ୍ର୨୨.୦୩-ହି ପୃ ୧୮-୧୯ ¶୧୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ