ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୧
  • ପ୍ରଚାର କରିବାର ନମୁନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର କରିବାର ନମୁନା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ●○○ ପ୍ରଥମ ସାକ୍ଷାତ
  • ○●○ ପ୍ରଥମ ପୁନଃସାକ୍ଷାତ
  • ○○● ଦ୍ୱିତୀୟ ପୁନଃସାକ୍ଷାତ
  • ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୪ ମାର୍ଚ୍ଚ–୭ ଏପ୍ରିଲ):
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୧
ଅବହାମ ଓ ଇସ୍‌ହାକ ମୋରୀୟା ଦେଶକୁ ଯାଉଛନ୍ତି ।

ଅବ୍ରହାମ ଯିହୋବାଙ୍କ ଆଜ୍ଞା ଅନୁସାରେ ଇସ୍‌ହାକଙ୍କୁ ମୋରୀୟା ଦେଶ ନେଇ ଯାଉଛନ୍ତି

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଯୀଶୁ ଖ୍ରୀଷ୍ଟ କିଏ ଥିଲେ ?

ପଦ: ମାଥି ୧୬:୧୬

ଆର ଥରକୁ: ଯୀଶୁ କାହିଁକି ଜୀବନ ଦେଲେ  ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କʼଣ ଶିଖାଏ ?’ ବହି

    ଆମକୁ ଶିଖାଏ ୪୧ ¶୫

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଯୀଶୁ କାହିଁକି ଜୀବନ ଦେଲେ  ?

ପଦ: ମାଥି ୨୦:୨୮

ଆର ଥରକୁ: ଆମେ କିପରି ଦେଖାଇପାରିବା ଯେ ଆମେ ଯୀଶୁଙ୍କ ବଳିଦାନକୁ ବହୁମୂଲ୍ୟ ମନେ କରୁ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କʼଣ ଶିଖାଏ ?’ ବହି

    ଆମକୁ ଶିଖାଏ ୫୨ ¶୨

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: ଆମେ କିପରି ଦେଖାଇପାରିବା ଯେ ଆମେ ଯୀଶୁଙ୍କ ବଳିଦାନକୁ ବହୁମୂଲ୍ୟ ମନେ କରୁ ?

ପଦ: ଯୋହ ୧୭:୩

ଆର ଥରକୁ: ଯିହୋବାଙ୍କ ସାକ୍ଷୀମାନଙ୍କ ସଭାଗୁଡ଼ିକରେ କʼଣ ହୁଏ ?

ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:

  • ‘ବାଇବଲ ଆମକୁ କʼଣ ଶିଖାଏ ?’ ବହି

    ଆମକୁ ଶିଖାଏ ୫୮ ¶୧୯

ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୪ ମାର୍ଚ୍ଚ–୭ ଏପ୍ରିଲ):

“ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକେ ଏକ ବିଶେଷ କାର୍ଯ୍ୟକ୍ରମ ପାଇଁ ଏକତ୍ରିତ ହେବେ । ଆମେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ମନେ ପକାଇବା ପାଇଁ ତାହାଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ ପାଳନ କରିବୁ । ଆମେ ଚାହୁଁ ଯେ ଆପଣ ମଧ୍ୟ ଆସନ୍ତୁ ।” ତାʼପରେ ସେହି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । “ଆମ ଅଞ୍ଚଳରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସମୟ ଓ ସ୍ଥାନ ଏ ନିମନ୍ତ୍ରଣ ପତ୍ରରେ ଦିଆଯାଇଛି । ଏହାର ଠିକ୍‌ ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ । ଏହା ଶୁଣିବା ପାଇଁ ମଧ୍ୟ ନିଶ୍ଚୟ ଆସିବେ ।”

ଆର ଥରକୁ (ଯଦି ଆଗ୍ରହ ଦେଖାନ୍ତି): ଯୀଶୁ କାହିଁକି ନିଜ ଜୀବନ ଦେଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ